ଏହି 5ଟି ନାମର ପୁଅଙ୍କୁ ଭୁଲରେ ମଧ୍ୟ କରନ୍ତୁ ନାହିଁ ବିବାହ ନଚେତ ଜୀବନ ସାରା ପସ୍ତେଇବେ ,ସବୁ ଝିଅ ମାନେ ଜାଣି ରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ନାମ କରିବାକୁ ଯାଉଛୁ ଯେଉଁ ନାମର ପୁଅଙ୍କ ସହିତ ଭୁଲରେ ମଧ୍ୟ ବିବାହ କରନ୍ତୁ ନାହିଁ ନହେଲେ ଜୀବନ ସାରା କାନ୍ଦିବେ ଓ କେବେ ହେଲେ ଖୁସିରେ ରହିବେ ନାହିଁ।

C – ଏହି ଅକ୍ଷରର ବ୍ୟକ୍ତିମାନେ ନିଜ ରୋଗକୁ ନିଜ ଭିତରେ ରଖି ପାରନ୍ତି ନାହିଁ ଯାହାକୁ ଚାହିଁବେ ତା ଉପରେ ରୋଗକୁ ବାହାର କରିଦେଇ ଥାଆନ୍ତି ଓ ସେମାନେ ବିବାହ ପରେ ତାଙ୍କ ସ୍ତ୍ରୀଙ୍କ ଉପରେ ମଧ୍ୟ ରାଗି ପାରନ୍ତି ଓ ବାଡିଆ ପିଟା ମଧ୍ୟ କରି ପାରନ୍ତି ତା ସହିତ ଏମାନେ ଟିକେ ସନ୍ଦେହ ଜନକ ପ୍ରକୃତିର ହୋଇଥାନ୍ତି ।

K- ଏହି ନାମର ବ୍ୟକ୍ତିମାନଙ୍କ ଦୁଇଟି ଚରିତ୍ର ଥାଏ ପ୍ରଥମ ଏମାନେ ସମାଜମଧ୍ୟରେ ବହୁତ୍ ଭଲ ଲୋକ ହୋଇଥାନ୍ତି ଆଉ ବେଳେ ବେଳେ ସେ ନିଜର ଅସଲି ରଙ୍ଗ ମଧ୍ୟ ଦେଖେଇ ଥାଆନ୍ତି ଏହି କାରଣ ପାଇଁ ଏମାନଙ୍କ ସ୍ତ୍ରୀ ଏମାନଙ୍କ ସହିତ ବହୁତ୍ କାମ ସମୟ ଖୁସି ହୋଇ ରହି ଥାଆନ୍ତି।

P – ଏହି ନାମର ପୁଅ ମାନେ ନିଜ ସ୍ତ୍ରୀଙ୍କୁ ସର୍ବଦା ଦବେଇକି ରଖିଥାନ୍ତି ଏମାନେ ଏମାନଙ୍କ ସ୍ତ୍ରୀକୁ ସବୁ ବେଳେ ଘରେ ଦେଖିବାକୁ ପସନ୍ଦ କରିଥାନ୍ତି ଏମାନଙ୍କ ରାଗ ମଧ୍ୟ ବହୁତ୍ ବହାୟଙ୍କର ହୋଇଥାଏ ଓ ବେଳେ ବେଳେ ଏମାନେ ଏମାନଙ୍କ ସ୍ତ୍ରୀ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛାନ୍ତି ନାହିଁ ।

Leave a Reply

Your email address will not be published. Required fields are marked *