Health : କେବଳ ଏହି ଗୁଣ୍ଡ ଖୁଆନ୍ତୁ, ଆପଣଙ୍କ ପିଲାର ହାଇଟ ଆଶ୍ଚର୍ଯ୍ୟ ଭାବେ ବଢିବ ଗୋଟେ ମାସ ନିଶ୍ଚୟ ଖାଇକି ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ ପିଲାଦିନେ ମିଳିଥିବା ପୋଷଣ କେବଳ ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରିଥାଏ ବରଂ ତାଙ୍କ ଉଚ୍ଚତା ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ଯଦି ଆପଣଙ୍କ ପିଲାର ଉଚ୍ଚତା ଅନ୍ୟ ପିଲାଙ୍କ ଠାରୁ କମ୍ ଅଟେ ତାହେଲେ ଆଜି ଏହି ଘରୋଇ ଉପଚାର ଟି ଆପଣଙ୍କ ପିଲାର ଉଚ୍ଚତା ବଢ଼ିବାରେ ଆପଣଙ୍କୁ ବହୁତ୍ ସାହାଯ୍ୟ କରିବ ।

ବନ୍ଧୁ ଗଣ ଏହି ଉପଚରକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପତ୍ର ଗ୍ୟାସ୍ ଉପରେ ବସାନ୍ତୁ ଏବେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ଧଳା ରାଶି ଯାହାକୁ ତିଳ ଅନ୍ଦ୍ୟ କୁହା ଯାଇଥାଏ ୫୦ ଗ୍ରାମ ରାଶି ନିଅନ୍ତୁ ଏବେ ଆପଣ ଏହି ରାଶିରେ ୨୦୦ ଗ୍ରାମ ପଦ୍ମ ମଞ୍ଜି ଏବେ ଏହି ଦୁଇଟି ସାମଗ୍ରୀକୁ ଆପଣ ଭଲଭାବେ ଭାଜି ଦିଅନ୍ତୁ |

ଶେଷରେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ୧୦୦ ଗ୍ରାମ ପିସ୍ତା ବାଦାମ ଏବେ ଆପଣ ଏହି ତିନୋଟି ସଂଗ୍ରିକୁ ୫ ମିନିଟ୍ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ ଏହା ଅଳପ ଲାଲ ହେବ ପରେ ଆପଣ ଏହାକୁ ଥଣ୍ଡା କରି ଗ୍ରାଇନ୍ଦର୍ର ସହାୟତାରେ ଭଲଭାବେ ଗୁଣ୍ଡ କରି ଦିଅନ୍ତୁ |

ଏବେ ଆପଣ ଏହାକୁ ଆପଣଙ୍କ ପିଲାଙ୍କୁ ଏକ ଗ୍ଲାସ୍ ଗରମ୍ କ୍ଷୀରରେ ଏକ ଚାମଚ୍ ଗୁଣ୍ଡ ପକାଇ ସେବନ କରିବାକୁ ଦିଅନ୍ତୁ ଦେଖିବେ ଆପଣଙ୍କ ପିଲାର ଉଚ୍ଚତା ବହୁତ୍ କମ୍ ଦିନ ମଧ୍ୟ ରେ ବଢ଼ି ଯିବ ।

Leave a Reply

Your email address will not be published. Required fields are marked *