ଏହି ୪ ନିମଖରମଙ୍କ ପାଇଁ RCB ହାରିଥିଲା ମ୍ୟାଚ ବଡ଼ ଖୁଲାସା Kohli ,କହିଲେ ଆଉ ମୁଁ ଟ୍ରଫି ପାଇଁ ଆଶା ….

ଗତ RCB ଓ SRH ମଧ୍ୟରେ ହୋଇଥିବା ମ୍ୟାଚ୍ ରେ ଅତି ଲଜ୍ଜ୍ୟା ଜନକ ଭାବରେ ପରାଜୟ ବରଣ କରିଛି ତେବେ RCB ହାରିବର କେଉଁ ଖେଳାଳି ମାନେ ଦାୟୀ ଅଟନ୍ତି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ। ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ RCB ୨୫ ରନ୍ ରୁ SRH ଠାରୁ ହାରି ଯାଇଛି ପ୍ରଥମେ ବ୍ୟାଟିଂ କରିଥିବା SRH ସୀମିତ ୨୦ ଓଭର ରେ ୩ ୱିକେଟ୍ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା |

ଯାହାର ଜବାବରେ RCB ୨୦ ଓଭର ରେ ୭ ୱିକେଟ୍ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା ଯେଉଁଥିରେ ୱିକେଟ୍ କିପର ଦିନେଶ କାର୍ତ୍ତିକ ୩୦ ବଲରେ ବିସ୍ଫୋରକ ବ୍ୟାଟିଂ ବଳରେ ୮୩ ରନ୍ ସଂଗ୍ରହ କରିଥିଲେ ହେଲେ ସେ ଦଳର ପରାଜୟକୁ ଆଡେ଼ଇ ଦେଇ ପାରିନଥିଲେ କିନ୍ତୁ ଯଦି ବାକି ବ୍ୟାଟ୍ସମ୍ୟାନ୍ ମାନେ ସହଯୋଗ କରି ଥାନ୍ତେ |

ହାଇଦରାବାଦ ଏତେ ବଡ ସ୍କୋର କରିବା ସତ୍ତ୍ୱେ ହାରି ଯାଇଥାନ୍ତା । ଏହି ୪ ଖେଳାଳି ମାନେ ହାରିବର ମୁଖ୍ୟ ଦୋଷୀ ଅଟନ୍ତି ସେମାନେ ହେଲେ ଅନୁଜ୍, ରଜତ୍, ମଇପାଲ୍ ଓ ଜ୍ୟାକ୍ ଏମାନେ ସମସ୍ତେ ବଲ୍ କର୍ଚ୍ଚ କରିବା ଛଡା ଆଉ କିଛି ହେଲେ କରି ନାହାନ୍ତି ।

Leave a Reply

Your email address will not be published. Required fields are marked *