ଜିତିବା ମ୍ୟାଚକୁ ହାରିଲା ପରେ କ୍ଷମା ମାଗିଲେ Kohli , କହିଲେ ଏହି ବୋଲର ମାନଙ୍କ ଉପରେ ଆଉ ଭରଷା ରଖନାହିଁ।

ଦର୍ଶକବନ୍ଧୁ ହାଇଦ୍ରାବାଦର ରନର ପାହାଡ଼ରେ ଦବିଗଲା RCB ଚମକିର ଟାଭେସେଡ ସଂଘର୍ଷ କରି କରି ମନଜିଣିଲେ କାର୍ତିକ କିନ୍ତୁ ଶେଷରେ ହାରିଗଲା RCB | RCB ପ୍ଲେୟାର ଦୌଡରୁ ମଧ୍ୟ ବାହାରକୁ ଚାଲିଗଲା ହଁ ଦର୍ଶକବନ୍ଧୁ ହାଇଦ୍ରାବାଦର ରନର ପାହାଡ଼ ତଳେ ଦବିଗଲେ RCB |

ମ୍ୟାଚ ହାରିଥିଲେ ମଧ୍ୟ ନିଜର ସନ୍ନମାନ ରଖିପାରିଛି RCB ହାଇଦ୍ରାବାଦର 287 ରନ ରେକର୍ଡ ସ୍କୋର ପରେ RCB ମଧ୍ୟ 7 ଉଇକେଟ ହରାଇ 262 ରନ କରିପାରିଥିଲା | ଏହି ମ୍ୟାଚରେ ହାଇସ୍କୋର କରି ଜିତିନେଇଛି ହାଇଦ୍ରାବାଦ ଟିମ ତେବେ ଟଚ ହରି ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ ୩ ଉଇକେଟ ହରାଇ 287 ରନ କରିଥିଲା |

ଯେଉଁଥିରେ ଟ୍ରାଭେସଡ଼ 41 ବଲରେ 102 ରନ କରିଥିବା ବେଳେ ଏନିଵିକ କ୍ଲାସିନ 31 ବଲରେ 67 ରନ କରିଥିଲେ | ସେହିଭଳି ଆଡ଼ନ ମଧ୍ୟ 32 ଓ ଅବଦୁଲ ସାମଦ 10 ବଲରେ 37 ରନ କରିଥିଲେ ତେବେ 288 ରନକୁ ଚେଶ କରିବାକୁ ଯାଇ RCB ମାତ୍ର 25 ରନରେ ହାରିଯାଇଥିଲା |

ଯେଉଁଥିରେ ଦିନେଶ କାର୍ତିକ 35 ବଲରେ 83 ରନ ଖେଳିଥିବା ବେଳେ ଅଧିନାୟଲ ଦୁପ୍ଲିସେସ 28 ବଲରେ 62 ଓ ବିରାଟ କୋହିଲି 20 ବଲରେ 42 ରନ କରିଥିଲେ | ତେବେ ଏହି ବିଜୟ ସହିତ ହାଇଦ୍ରାବାଦ ଷଷ୍ଠ ମ୍ୟାଚରେ 4ଟି ମ୍ୟାଚ ଜିତି 8ପଏଣ୍ଟ ପାଇ 4ନମ୍ବରରେ ରହିଛି | ଅନ୍ୟପଟେ RCB ସପ୍ତମ ମ୍ୟାଚରୁ ଷଷ୍ଠ ପରାଜୟ ହୋଇ ସବୁଠାରୁ ଶେଷରେ ରହିଛି |

Leave a Reply

Your email address will not be published. Required fields are marked *