Health : ଭୃସଙ୍ଗ ପତ୍ରର ବ୍ୟବହାର ଏବଂ ଆବଶ୍ୟକତା ବିଷୟରେ ,ଏହା ଆପଣଙ୍କ ପାଇଁ ଶରୀର ପାଇଁ କେତେ ଉପଯୋଗୀ ଜାଣିରଖନ୍ତୁ

ବନ୍ଧୁଗଣ ଆଜି ଆମେ ଏମିତି ଏକ ଗଛ ବିଷୟରେ ଜାଣିବା ଯାହାର ପ୍ରୟୋଗ ଆମେ ଖାଦ୍ୟର ସ୍ୱାଦ ବଢାଇବାପାଇଁ କରିଥାନ୍ତି ଏହାର ଉପକାରିତା ବୋଧ ହୁଏ ବହୁତ କମ ଲୋକଙ୍କୁ ଜଣା ଯେଉଁ ଲୋକମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ଏହାର ପ୍ରତିଦିନ ସେବନ କରିଥାନ୍ତି କାରଣ ଏହା ସ୍ଵସ୍ଥ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷାକ ତତ୍ତ୍ୱରେ ଭରପୁର ବୋଲି ମନାଯାଇଥାଏ ଏହା ବହୁତ ସାରା ରୋଗ କୁ ଦୂର କରିବାରେ କାମରେ ଆସିଥାଏ ଏଇ ଗଛ ର ନାମ ହେଲା ଭୃଷୁଙ୍ଗା ଗଛ |

ବନ୍ଧୁଗଣ ଭୃଷୁଙ୍ଗା ଗଛ ରେ ଏମିତି ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନ୍ସର ଭଳି ରୋଗ କୁ ମଧ୍ୟ ଦୂର କରିପାରେ ଯଦି ଆପଣ ଭୃଷୁଙ୍ଗା ପତ୍ର୍ରର ସେବନ କରୁନାହାନ୍ତି ତେବେ ଆଜିଠାରୁ ହିଁ ସେବନ କରିବା ଆରମ୍ଭ କରିଦିଅନ୍ତୁ ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ |

ବନ୍ଧୁଗଣ ଯଦି କାହାରିକୁ ପଲେଷ୍ଟର ର ସମସ୍ୟା ଅଧିକ ହେଉ ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ କାରଣ ଏହାର ସେବନ ଦ୍ୱାରା ଆପଣଙ୍କର କୋଲେଷ୍ଟର କୁ କମ କରିବାରେ ଏହା ସାହାଯ୍ୟ କରିଥାଏ |

ହୃଦୟ ସମ୍ଭଦିତ ରୋଗୀଙ୍କ ପାଇଁ ଭୃଷୁଙ୍ଗା ପତ୍ରର ସେବନ କରିବା ମଧ୍ୟ ବହୁତ ଲାଭ ଦାୟକ ଅଟେ | ଯଦି ଆପଣଙ୍କର କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୃଷୁଙ୍ଗା ପତ୍ରର ସେବନ କରନ୍ତୁ ଭୃଷୁଙ୍ଗା ପତ୍ରର ସେବନ ଦ୍ୱାରା ଆପଣଙ୍କର କେଶ ଘନ ଲମ୍ବା ଏବଂ ଚମକଦାର ବନିଥାଏ ଏହା ସେବନ କରିବା ଦ୍ୱାରା କେଶ ସମ୍ଭଦିତ ସମସ୍ତ ସମସ୍ୟା ଦୂର ହୋଇଯାଏ |

ଯଦି ଆପଣଙ୍କୁ ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ନିହାତି କରନ୍ତୁ ଏହା ଆପଣଙ୍କର ବ୍ଲଡ଼ ସୁଗାର କୁ କଣ୍ଟ୍ରୋଲ ରେ ରଖିବାକୁ ବହୁତ ସାହାଯ୍ୟ କରିଥାଏ | ବନ୍ଧୁଗଣ ଆପଣଙ୍କ ପେଟ ଓ ଲିଭର ପାଇଁ ଭି ଭୃଷୁଙ୍ଗା ପତ୍ର ବହୁତ ଲାଭ ଦାୟକ ହୋଇଥାଏ ଯଦି ଆପଣଙ୍କ ପେଟରେ ଗ୍ୟାସ ଏବଂ ଏସିଡ଼ିଟି ଭଳି ସମସ୍ୟା ଅଛି ତେବେ ଭୃଷୁଙ୍ଗା ପତ୍ରର ସେବନ ନିହାତି କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ |

ଯଦି ଆପଣଙ୍କ ଲିଭର ରେ କିଛି ସମସ୍ୟା ଅଛି କିମ୍ବା ଆପଣଙ୍କର ଖାଦ୍ୟ ହଜମ ହେଉ ନାହିଁ ତେବେ ଆପଣ ଭୃଷୁଙ୍ଗା ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ ଆପଣଙ୍କର ଏଇ ସମସ୍ୟା ଶେଷ ହୋଇଯିବ ଭୃଷୁଙ୍ଗା ପତ୍ର ଆପଣଙ୍କର ବାଡ଼ିରେ ଅତି ସହଜରେ ମିଳିଯିବ ଭୃଷୁଙ୍ଗା ପତ୍ରକୁ ଆପଣ ନିଜ ତରକାରୀ ରେ ପକାଇ ସେବନ କରିପାରିବେ ତେବେ ଏହା ଥିଲା ଭୃଷୁଙ୍ଗା ପତ୍ରର କିଛି ଚମତ୍କାରୀ ଗୁଣ |

Leave a Reply

Your email address will not be published. Required fields are marked *