17 April 2024 ରାମ ନବମୀ ,ଏହି ଦିନ କାହାକୁ କିଛି ନଜଣାଇ ଚୁପଚାପ ଛୁଇଁ ଦିଅନ୍ତୁ ଏହି ବୃକ୍ଷ ,ପୁରା ବର୍ଷ ଜମିକି ପଇସା ହୋଇଯିବେ ମାଲାମାଲ

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ଫାଇଦା ପାଇଁ ଏହି ବିଷୟଟିକୁ ଥରେ ନିଶ୍ଚୟ ଶେଷ ଯାଏ ଦେଖନ୍ତୁ ରାମନବମୀ ଦିନ ଆପଣ ଏହି ଗଛକୁ ଥରେ ନିଶ୍ଚୟ ଛୁଇଁକି ଆସନ୍ତୁ ଗରିବୀ ତତ୍କାଳ ଦୂର ହୋଇଯିବ |ଜୀବନରେ ହେବ ଧନର ବର୍ଷା ଆଜିର ଏହି ବିଷୟରେ ରାମନବମୀ ଦିନ କରା ଯାଉଥିବା ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ କରିଦେବେ ମାନିକି ଚାଲନ୍ତୁ ଆପଣଙ୍କ ଘରେ କେବେ ଅନ୍ନ ଏବଂ ଧନର କମି ହେବ ନାହିଁ |ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ବୃଦ୍ଧି ହେବ ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥିର ଦିନକୁ ଭଗବାନ ଶ୍ରୀ ହରି ବିଷ୍ନୁ ଙ୍କ 21 ତମ ଅବତାର ରୂପରେ ତ୍ରେତୟା ଯୁଗରେ ମହାରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ଘରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ରଙ୍କ ଜନ୍ମ ହୋଇଥିଲା |

ଏଥିପାଇଁ ରାମନବମୀ ଦିନ ଆମ ହିନ୍ଦୁ ଧର୍ମରେ ବହୁତ ଅଧିକ ବିଶେଷ ମହତ୍ତ୍ୱ ଦିଆଯାଇଛି ଯଦି ଆପଣ ରାମ ନବମୀ ଦିନ କିଛି ବୃକ୍ଷକୁ ଛୁଇଁ କରି ଆସିଛନ୍ତି ମାନିକି ଚାଲନ୍ତୁ ଆପଣଙ୍କ ଜନ୍ମ ଜନ୍ମାନ୍ତର ଗରିବୀ କଷ୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ |ଆପଣଙ୍କ ଯାହାବି ସବୁ ମନସ୍କାମନା ଥିବ ତାହା ସବୁ ନିଶ୍ଚୟ ପୂରଣ ହୋଇଯିବ ଏହି ଦିନକୁ ବହୁତ ଶୁଭ ଦିନ ମନା ଯାଇଥାଏ ଆସନ୍ତା କାଲି 17 ଏପ୍ରିଲ ବୁଧବାର ଦିନ ପଡୁଅଛି ଏହି ଦିନ ଅମୃତ ସିଦ୍ଧି ଯୋଗ ବ୍ରହ୍ମ ଯୋଗ ଯେମିତି 52 ପ୍ରକାର ନୂଆ ଯୋଗ ବନୁଅଛି |

ରାମ ନବମୀ ଦିନ ବ୍ରହ୍ମାଙ୍କର ମହା ଶକ୍ତିଶାଳୀ ଶକ୍ତି ମାନଙ୍କର ବାସ ହୋଇଥାଏ ଯଦି ସଠିକ ମୁହୂର୍ତ୍ତରେ ଆପଣ ଏହି ଗଛକୁ ଛୁଇଁ କରି ଚାଲି ଆସୁଛନ୍ତି ମାନିକି ଚାଲନ୍ତୁ ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଥିଲା ଜନ୍ମ ଜନ୍ମାନ୍ତର ଗରିବୀ ଏହି ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ |ଯେଉଁ ବୃକ୍ଷ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଧର୍ମ ଶାସ୍ତ୍ର ଅନୁସାରେ ଏହା ପାୱାନ ବୃକ୍ଷ ଅଟେ କେବଳ ଏହି ବୃକ୍ଷକୁ ଛୁଇଁବା ମାତ୍ରେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ |

ସବୁଠୁ ପବିତ୍ର ଗଛ ଯାହାକୁ ଆପଣ ରାମନବମୀ ଦିନ ଛୁଇଁକି ଆସିବାର ଅଛି ତାହା ହେଉଛି ବେଲ ଗଛ ଏହା ଏମିତି ଗଛ ଯାହାର ପ୍ରତ୍ୟକ ପତ୍ରରେ ମାତା ପାର୍ବତୀଙ୍କ ବାସ ହୋଇଥାଏ ଏହି ଗଛରେ ଭଗବାନ ଭୋଳାନାଥଙ୍କ ବାସ ହୋଇଥାଏ ବେଲ ଗଛର ମୂଳରେ ଭଗବାନ ବ୍ରହ୍ମାଙ୍କ ବାସ ହୋଇଥାଏ ରାମନବମୀ ଦିନ ଆପଣ ଏକ ନୋଟା ଜଳ ନିଅନ୍ତୁ ଏବଂ ସେଥିରେ ଅଳ୍ପ ଗଙ୍ଗା ଜଳ ମିଶେଇ ଦିଅନ୍ତୁ ଘର ପାଖରେ ଥିବା କୌଣସି ବେଲ ଗଛ ପାଖକୁ ଯାଆନ୍ତୁ ଏବଂ ଏକ ନୋଟା ଜଳ ଅର୍ପଣ କରନ୍ତୁ ତାପରେ ବେଲ ଗଛକୁ ଛୁଇଁକି ଘରକୁ ଚାଲି ଆସନ୍ତୁ କେବଳ ଏତିକି କରିବା ଦ୍ୱାରା ପୁରା ବର୍ଷ ଆପଣ ରୋଗ ମୁକ୍ତ ରହିବେ |ପୁରା ବର୍ଷ ଧନର କମି କେବେବି ହେବ ନାହିଁ କାହିଁକିନା ଆପଣଙ୍କୁ ସାକ୍ଷାତ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ |

ଓସ୍ତ ଗଛ ଗୋଟେ କଥା ଧ୍ୟାନ ଦେବେ ବୃକ୍ଷ ମାନଙ୍କ ରାଜା କୁହାଯାଇଥାଏ ଓସ୍ତ ଗଛକୁ ଏହି ଗଛରେ ସାକ୍ଷାତ ଭଗବାନ ବିଷ୍ନୁ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଓସ୍ତ ଗଛରେ ଭଗବାନ ହନୁମାନ ମହାରାଜ ମଧ୍ୟ ବାସ କରିଥାଆନ୍ତି ଆପଣଙ୍କୁ କେବଳ ଏହା କରିବାର ଅଛି କି ରାମନବମୀ ଦିନ ଘର ପାଖରେ ଥିବା କୌଣସି ଓସ୍ତ ଗଛ ପାଖକୁ ଯାଆନ୍ତୁ ଏହାକୁ ସକାଳ ସମୟରେ କରିବେ ଆପଣଙ୍କୁ ସକାଳ ସମୟରେ ଓସ୍ତ ଗଛ ପାଖକୁ ଯିବାକୁ ହେବ ଏବଂ ଓସ୍ତ ଗଛ ମୂଳରେ ଗୋଟିଏ ଦୀପ ଜାଳନ୍ତୁ ଏହା ପରେ ଓସ୍ତ ଗଛରେ ତିନି ଥର ପରିକ୍ରମା କରନ୍ତୁ ତିନି ଥର ପରିକ୍ରମା କରିବା ସମୟରେ ଆପଣ ଶ୍ରୀହରି ବିଷ୍ଣଙ୍କ ବିଜ ମନ୍ତ୍ର ଜପ କରନ୍ତୁ ଓଁ ନମଃ ଭାଗବତ ବାସୁ ଦେବାୟ ନମଃ ଏହା ଦ୍ୱାରା ରାହୁ କେତୁ ଆପଣଙ୍କର ସାଦ ଦେବେ ନବଗ୍ରହ ଆପଣଙ୍କ ସାଦ ଦେବେ |

Leave a Reply

Your email address will not be published. Required fields are marked *