ମାଳିକା ଦେଲା ବଡ଼ ପ୍ରମାଣ ଘଟିବାକୁ ଯାଉଛି ଏହି ସବୁ ଅଘଟଣ ,କଟକ ସହରରେ ହେବାକୁ ବିଶାଳ ଯୁଦ୍ଧ ଦେଖନ୍ତୁ କଣ କହୁଛି ମାଳିକା

ନମସ୍କାର ଆଜି ଓଡ଼ିଆ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ଦର୍ଶକବନ୍ଧୁ ମାଳିକାରେ ଯାହା ବର୍ଣ୍ଣିତ ଅଛି ଆଗକୁ କଣ ସବୁ ଘଟଣା ଘଟିବ ତାହା ସହିତ ଯୋଡ଼ି ହୋଇ ରହିଛି ପରିପୂରକ ଭାବରେ ପ୍ରଥମ କଥାଟି ଜାଣି ନିଅନ୍ତୁ କଟକ ଭୁବନେଶ୍ୱର ପୁରୀ ପାଇଁ ଗଡ଼ିବାକୁ ଯାଉଛି ମେଟ୍ରୋ ଯାହା ଖବର ମିଳିଛି ଏହା ସତ୍ୟ ଏଥିରୁ କୌଣସି ଦ୍ବିଗ ନାହିଁ |କିନ୍ତୁ ମାଳିକା କହୁଛି ଏହା ଆଗକୁ ବିପଦ ସୂଚନା ଦେଇପାରେ ଓଡିଶା ପାଇଁ ଓଡ଼ିଶା ପାଇଁ ଘୋର ବିପଦ ସୃଷ୍ଟି କରିବ ମେଟ୍ରୋ |

ମହାପୁରୁଷ କହିଛନ୍ତି ଯେବେ କଟକରେ ନୂଆ ରେଳ ରାସ୍ତା ହେବ ଅର୍ଥାତ ସତରେ କଟକରେ ମଧ୍ୟ ହେବାକୁ ଯାଉଛି ଏହାର ଅର୍ଥ ମାଳିକା ସତ୍ୟ ପ୍ରମାଣିତ ହେବାକୁ ଯାଉଛି କଟକରେ ଯେଉଁ ଯୁଦ୍ଧର ଡାକରା ଦିଆଯିବ ବୋଲି ମାଳିକାରେ ଲେଖା ଥିଲା ସେହି ସମୟ ଆସିଯାଇଛି ସେ କଥା ମଧ୍ୟ ସତ୍ୟ ହେବା ଆରମ୍ଭ ହୋଇଯାଇଛି |

ଆପଣମାନେ ଦେଖିବେ ଏହି 2024 ମସିହା ଭିତରେ ମେଟ୍ରୋ ପୁର୍ନ କାର୍ଯ୍ୟକ୍ଷମ ହୋଇଯିବ ଯେତେବେଳେ ଏହା ଆରମ୍ଭ ହୋଇଯିବ ବିଶାଳ ଯୁଦ୍ଧ ହେବ କଟକରେ କାରଣ ମହାପୁରୁଷ ପ୍ରମାଣ ଦେଲେ ଏହି କଥାକୁ |ମହାପୁରୁଷ କହିଲେ କଟକରେ ରେଳ ରାସ୍ତା ହେବ ହାଣ ଗୋଳ ଲାଗିବ ସେହି ସମୟରେ ଦିବସରେ ଉଲାକା ପାତ ହେଉଥିବ |

ଯମ ସେହି ସମୟରେ ଯୁଦ୍ଧ ଗୋଳା ବାରୂଦରେ ଚାରିଆଡ଼େ ନିଆଁ ଖେଳୁଥିବ 2026 ମସିହାରେ ଏହି ସବୁ ଘଟଣା ଘଟିବ ମହାପୁରୁଷ କହିଛନ୍ତି ହିନ୍ଦୁ ମୁସଲିମ ବଡ଼ ଧରଣର ଯୁଦ୍ଧ ହେବ ସେହି ସମୟରେ ପ୍ରଭୁ ହନୁମାନ ବାହାରିବେ ବୋଲି ମହାପୁରୁଷ ପ୍ରମାଣ ଦେଇଛନ୍ତି

Leave a Reply

Your email address will not be published. Required fields are marked *