ରାସ୍ତାରେ ଯିବା ସମୟରେ କେବେ ଟଙ୍କା ପାଇଛନ୍ତି କି ଜାଣନ୍ତୁ ଏହାର ପଛର ଲୁଚି ରହିଛି ଭୟଙ୍କର ଅର୍ଥ

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ଜୀବନରେ କେବେ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ । ବାଟରେ ଚାଲୁଥିବା ବେଳେ ଭିଡ ମଧ୍ୟରେ ଠଙ୍କା ପଡିଥିବାର କେବଳ ଆପଣଙ୍କୁ କାହାକି ଦେଖାଯାଏ । ଏମିତି ଘଟଣା ଘଟିବା ଆପଣଙ୍କ ପାଇଁ ଶୁଭ ନା ଅଶୁଭ ତେବେ ଚାଲନ୍ତୁ ଜାଣିବା । କେବେ କେବେ ବାଟରୁ ପାଉଥେବା ଟଙ୍କାର ଖୁସି ବର୍ଣ୍ଣନା ହୋଇପାରି ନଥାଏ । ଟଙ୍କା ପ୍ରତେକ ବ୍ୟକ୍ତିର ଆସା ଇଛା ଏବଂ ଆବଶ୍ୟକତା କୁ ପରଣ କରିଥାଏ ଏବଂ ଏହି କଳିଯୁଗରେ ଟଙ୍କା ଠାରୁ ବଳବାନ ଆଉ କିଛି ନଥାଏ ।

ସେହି ଟଙ୍କା ବାଟରୁ ପାଇବା ଆପଣଙ୍କ ପାଇଁ ଶୁଭ ନା ଅଶୁଭ କେତକ ଲୋକ ପାଉଥିବା ଟଙ୍କାକୁ ନିଜର ବ୍ୟବହାରରେ ଖର୍ଚ କରୁଥିବା ବେଳେ କେତେକ ଲୋକ ଗରିବକୁ ଦାନ ନଚେତ୍ ଧାର୍ମିକ କାମରେ ଲଗେଇ ଥାନ୍ତି କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଉଥିବା ବାଟର ଟଙ୍କା ଆପଣଙ୍କୁ ବହୁତ କିଛି କହିଥାଏ । ଶକ୍ତି ସତା ଆଧ୍ୟାତ୍ମିକର ପ୍ରତୀକ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାଟରୁ ପାଉଥିବା ଟଙ୍କା ଶୁଭ ହୋଇଥାଏ କାରଣ ପାଇଥିବା ଟଙ୍କାରେ ହଜାଇ ଦେବା ବ୍ୟକ୍ତିର ଉର୍ଜା ଆପଣ ପାଇବା ଦ୍ୱାରା ଆପଣଙ୍କର ପାଖକୁ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଟଙ୍କା ହାତକୁ ହାତ ପୂର୍ବ ପୁରୁଷ ମାନଙ୍କର ସକରାତ୍ମକ ଉର୍ଜା ବା ଶୁଭ ପ୍ରଭାବ ସଂଗୃହିତ ହୋଇ ରହିଥାଏ ।

ସେହି ଟଙ୍କା ଆପଣ ବାଟରୁ ପାଇବା ଦ୍ୱାରା ଆପଣଙ୍କ ପାଖକୁ ପ୍ରତ୍ୟକ ସେହି ଶୁଭ ପ୍ରଭାବ ଏବଂ ସକରାତ୍ମକ ଉର୍ଜା ଆପଣଙ୍କ ପାଖକୁ ଆସିଯାଏ |ମାନ୍ୟତା ଅନୁସାରେ ଟଙ୍କାର ସମ୍ବଦ ପର ଲୋକଙ୍କ ସହିତ ଯୋଡ଼ି ହୋଇରହିଅଛି କୁହାଯାଏ ଯେ ପର ଲୋକଙ୍କ ଶକ୍ତି ପଡ଼ିଥିବା ଟଙ୍କା ଉପରେ ରହିଥାଏ ଏହା ଆପଣଙ୍କ ଆତ୍ମ ବିଶ୍ୱାସକୁ ବଢ଼ାଇ ଥାଏ ଏବଂ କରୁଥିବା କାର୍ଯ୍ୟର ଆସୁଥିବା ଶୁଭ ଫଳର ପୂର୍ବ ସୂଚନା ଦେଇଥାଏ |

Leave a Reply

Your email address will not be published. Required fields are marked *