ଯେକୌଣସି ପ୍ରିୟ ବ୍ୟକ୍ତିଙ୍କ ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ଫୁଲ ବା ସଂଖ୍ୟା ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ରହିଛି କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଏବଂ ଜାଣନ୍ତୁ ଆପଣଙ୍କ ଜୀବନ ବିଷୟରେ ସେ କଣ କହୁଛନ୍ତି । ସେଥିମଧ୍ୟରୁ ଆପଣଙ୍କୁ ଯେ କୌଣସି ନିଜ ମନ ପସନ୍ଦର ବାଛିବାକୁ ପଡିବ । ଏହା ପରେ ଆପଣ ଏହି ଚିତ୍ର ବା ସଂଖ୍ୟା ଆଧାରରେ ଜୀବନରେ ଆଗକୁ କଣ କରିବେ ଓ କଣ ନାହିଁ ତାହା ଜାଣି ପାରିବେ ।

ଆପଣ ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଏବେ ଆପଣଙ୍କ ଜୀବନର ବିପଦ ଆପଦ ଦୂର ହୋଇଯାଇଛି । ବର୍ତ୍ତମାନ ଲାଭ କ୍ଷେତ୍ରରେ ଆଶା ଅଧିକ ରହୁଛି ଯେଉଁ କ୍ଷେତ୍ରରେ ଅଛନ୍ତି ସେଥିରେ ସିଦ୍ଧି ଲାଭ କରିବେ । ଆପଣଙ୍କର ଯାହା ବି ଅସୁବିଧା ଥିଲା ତାହା ଏକମାତ୍ର ଦଶା ଥିଲା । ଯାହା ଆରମ୍ଭ ହୋଇ ସାରିଛି । ଏଥର ଭାଗ୍ୟ ଉଦୟର ବିଶେଷ ସମ୍ଭବନା ଅଛି ।ଶ୍ରଦ୍ଧାର ସହ ସମୟ ସହ ତାଳ ଦେଇ ଚାଳନ୍ତୁ । ଆଗାମୀ ଦିନରେ ଶୁଭ ଫଳ ଆପଣଙ୍କୁ ଧୀରେ ଧୀରେ ପ୍ରାପ୍ତ ହେବ । ଆପଣ ସ୍ଵଜନିତ କୁକର୍ମ କରିଛନ୍ତି ଯାହାର କୁପ୍ରଭାବ ବା ଫଳ ଆପଣ ଅଧିକାଂଶ ଭୋଗ କରି ସାରିଛନ୍ତି । ବର୍ତ୍ତମାନ ଶ୍ରେଷ୍ଠ କାର୍ଯ୍ୟ ନିମନ୍ତେ ଆପଣଙ୍କ ମନରେ ଚିନ୍ତା ଜାଗୃତ ହେଉଛି ।

ଯଦି ଆପଣ ନାଲି ରଙ୍ଗର ଫୁଲଟିକୁ ବାଛିଛନ୍ତି ତେବେ ଏବେ ଆପଣ ପ୍ରଶ୍ନ ଘେରରେ ରହିଛନ୍ତି ବର୍ତ୍ତମାନ ଆପଣ ଇଶ୍ଵର ଙ୍କ ଶକ୍ତି ଅଛି ବୋଲି ବିଶ୍ଵାସ କରୁ ନାହାନ୍ତି । ମାତା ପିତା ହେଉଛନ୍ତି ଆପଣଙ୍କର ପ୍ରଥମ ଦାୟିତ୍ଵ ଯାହା ଆପଣ ବିଶ୍ଵାସ କରନ୍ତି ନାହିଁ । ବର୍ତ୍ତମାନ ଆପଣଙ୍କୁ ସେହି ମାନେ ସାହାଯ୍ୟ କରିବେ ଯିଏ ଆପଣଙ୍କର ନିଜର ଆପଣଙ୍କର ଶୁଭ ସମୟ ଆସିବାକୁ ଯାଉଛି ।ଆପଣ ଯେତେ ଶୁଭ ବ୍ଯାକୁଳତା ପ୍ରକାଶ କରିବେ ସେତେ ବିପଦରେ ପଡିବେ । ଆଗାମୀ ଦିନରେ ଶୁଭ ଖବର ମିଳିବ ଗ୍ରହ ଦୋଷ ନିରାକରଣ ପାଇଁ ପଣ୍ଡିତ ଙ୍କ ଦ୍ଵାରା ପରାମର୍ଶ ନିଅନ୍ତୁ । ଈଶ୍ବରଙ୍କ ଇଚ୍ଛାରେ ଆପଣଙ୍କର ମଙ୍ଗଳ ହେବାକୁ ଯାଉଛି ସ୍ତ୍ରୀ ଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *