ବିରାଟ କୋହଲିଙ୍କ ଦମଦାର ଶତକ….ତଥାପି ହରିଲା RCB ଦୁଃଖରେ କାନ୍ଦି ପକାଇଲେ କୋହଲି ,ନିରାଶ ହୋଇଗଲେ ଫ୍ୟାନ

IPL ରେ ବିରାଟ କୋହଲିଙ୍କ ଅଷ୍ଟମ ଶତକ ବିଶ୍ଵ କପ୍ ପୂର୍ବରୁ ଫୁଲ ଫମ୍ ରେ ବିରାଟ କୋହଲି । ଚଳିତ IPL ରେ ଗତକାଲି ଖେଳା ଯାଇଥିବା ମ୍ୟାଚ୍ ରେ କିଙ୍ଗ କୋହଲିଙ୍କ ୪ ଓ ୬ ର ବର୍ଷାରେ ଭିଯିଥିଲା ସାରା ଷ୍ଟାଡିୟମ୍ ବିରାଟଙ୍କ ଅପରାଜିତ ୧୧୩ ରନ୍ ସହାୟତାରେ RCB ସୀମିତ ୨୦ ଓଭରରେ ୧୮୩ ରନ୍ ସଂଗ୍ରହ କରିଥିଲା |

ତେବେ କାଲିର ମ୍ୟାଚରେ ସେ ଏହି ସିଗିନର ପ୍ରଥମ ଶତକ ହାସଲ କରିଥିଲେ ଯାହା ତାଙ୍କ IPL କ୍ୟାରିଅରର ଅଷ୍ଟମ ଶତକ ତେବେ ସେ ତାଙ୍କ ପ୍ରଥମ ଶତକ IPL ୨୦୨୪ ରେ ମାତ୍ର ୬୭ ଟି ବଲରେ ପିଟି ପାରିଥିଲେ ତେବେ ସବୁଠାରୁ ବଡ କଥା ହେଉଛି ସେ ଏହି ମ୍ୟାଚ୍ ରେ ୧୨ ଚାରି ସହିତ ୪ ଟି ବିଶାଳକାୟ ଛକା ମଧ୍ୟ ପିଟି ଥିଲେ |

ତେବେ ଆଗକୁ T20 ବିଶ୍ଵକପ୍ ଆସୁଥିବା ବେଳେ ବିରାଟ କୋହଲି ଖେଳିବା ନଖେଲିବା ଏପର୍ଯ୍ୟନ୍ତ ସପଷ୍ଠ ନଗୋଇଥିବ ବେଳେ ନିଜର ଫୁଲ ଫମ୍ କୁ ପ୍ରମାଣିତ କରିଛନ୍ତି କିଙ୍ଗ । ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ କଣ ଲାଗୁଛି କଣ ବିରାଟ ଏଥର T20 ବିଶ୍ୱକପ୍ ରେ ଖେଳିବେ ନା ଖେଳିବେନି ନିଶ୍ଚୟ କମେଣ୍ଟ କରି ଜଣାଇବେ ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *