ସବୁଦିନ ରାତି ୨ ଟାରେ ଅଯୋଧ୍ୟା ରାମ ମନ୍ଦିରକୁ ଏଇ ଝିଅ କାହିଁକି ଆସୁଛି ,ଆଶ୍ଚର୍ଯ୍ୟ ଜନକ ରହସ୍ୟ ଜାଣିଲେ ଆପଣ ହାତ ଯୋଡ଼ିଦେବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣ ମାନଙ୍କ ମନରେ ଶ୍ରୀ ରାମଙ୍କ ପ୍ରତି ଥିବା ଭଲ ପାଇବା ଆହୁରି ବଢିଯିବ । ଦର୍ଶକ ବନ୍ଧୁ ଦୁଇଜଣ ସ୍ବାମୀ ସ୍ତ୍ରୀ ତାଙ୍କ ୧୧ ବର୍ଷର ଝିଅକୁ ନେଇ ରାମ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ସେ ମାନଙ୍କୁ ପ୍ରାୟ ୩ ଘଣ୍ଟା ଅପେକ୍ଷା ଜଳ ପରେ ସେମାନେ ଶ୍ରୀ ରାମଙ୍କୁ ଦର୍ଶନ କରି ବାହାରକୁ ରାମ ଚନ୍ଦ୍ରଙ୍କ ଭଜନ ଗାଇ ଗାଇ ଆସୁଥିଲେ ହେଲେ ସେ ଜାଣି ନଥିଲେ ଯେ ସେ ତାଙ୍କ ୧୧ ବର୍ଷର ଝିଅକୁ ମନ୍ଦିର ଭିତରେ ଛାଡି ଚାଲି ଆସିଥିଲେ |

ସେମାନେ ମନ୍ଦିର ବାହାରକୁ ଆସି ଏଣେ ତେଣେ ତାଙ୍କ ଝିଅକୁ ଖୋଜିବାକୁ ଲାଗିଲେ ଖୋଜୁ ଖୋଜୁ ସେ ଦୁହେଁ ହନୁମାନଙ୍କ ମନ୍ଦିରରେ ପହଞ୍ଚି ଯାଇଥିଲେ ସେ ଦୁହେଁ ହନୁମାନଙ୍କ ମନ୍ଦିରରେ ପ୍ରାର୍ଥନା କରିବାକୁ ଲାଗିଲେ ଯେ ତାଙ୍କ ଝିଅ ତାଙ୍କ ପାଖକୁ ଫେରି ଆସୁ । ସେ ଘଟଣାର କିଛି ସମୟ ପରେ ସେ ଦୁହେଁ ହୋଇ ମଣଙ୍କଡକୁ ଦେଖିଲେ ଯାହା ହାତରେ ତାଙ୍କ ଝିଅର ଟୋପି ଥିଲା |

ସେମାନେ ଧିରେ ଧିରେ ସେ ମାଙ୍କଡ଼ର ପଛରେ ଆସିବାକୁ ଲାଗିଲେ ପଛରେ ଆସୁ ଆସୁ ସେ ରାମମନ୍ଦିର ପହଞ୍ଚି ଗଲେ ହେଲେ ସେତେବେଳକୁ ମଦିରା ଦ୍ଵାରା ବନ୍ଦ ଥିଲା ଯାହା ଫଳରେ ସେମାନେ ମନ୍ଦିର ଭିତରକୁ ଯାଇ ପାରିଲେ ନାହିଁ ତେଣୁ ସେମାନେ ସେଠାରେ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଲାଗିଲେ ତାପରେ ସକାଳେ ମନ୍ଦିର ଦ୍ଵାରା ଖୋଲା ହେଲା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ |

କାରଣ ସେ ଦେଖିଲେ ଯେ ତାଙ୍କ ଝିଅ ଶ୍ରୀ ରାମଙ୍କ ପାଖରେ ବସିଥିଲା ପୂଜାରୀ ମାନେ କହିଲେ ଗୋଟେ ମାଙ୍କଡ ସହିତ ତାଙ୍କ ଝିଅ ବସିଥିଲା ଓ ଯେପରି ସେ ପୂଜାରୀ ଦ୍ବାର ଖୋଲିଛନ୍ତି ସେ ମାଙ୍କଡଟି ଅନ୍ତର୍ଧ୍ୟାନ ହୋଇଗଲା । ଆପଣଙ୍କୁ କଣ ଲାଗୁଛି କଣ ସେ ମାଙ୍କଡଟି ସତରେ ହନୁମାନ ଥିଲେ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *