କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଖବର ,ସରକାର କଲେ ବହୁତ ବଡ଼ ଘୋଷଣା ଏହି ସ୍କିମରେ ନିବେଶ କରି ପ୍ରତି ମାସରେ ପାଇବେ ପେନ୍ସନ

ଦର୍ଶକ ବନ୍ଧୁ ଆସିଗଲା ଏହି ସମୟର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଖବର କୃଷକ ମାନଙ୍କୁ ମିଳିବ ମାଗଣା ଟଙ୍କା କିପରି ମିଳିବ ଟଙ୍କା କଣ କରିବାକୁ ପଡ଼ିବ ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ଦର୍ଶକ ବନ୍ଧୁ ଆପଣମାନେ PM କିସାନ ଯୋଜନା ବିଷୟରେ ନିଶ୍ଚୟ ଜାଣିଥିବେ ଏହାରି ମାଧ୍ୟମରେ କେନ୍ଦ୍ର ସରକାର ଦେଉଛନ୍ତି ୩୦୦୦ ଟଙ୍କା |

ଏହି ଯୋଜନା ଦ୍ୱାରା ୮ କୋଟି କୃଷକଙ୍କ ଆକାଣ୍ଟକୁ ଟଙ୍କା ଦିଆଯିବ ଏହି ଯୋଜନା ଦ୍ବାରା ପ୍ରତି ମାସରେ କୃଷକଙ୍କ ଖାତାକୁ ୩୦୦୦ ଟଙ୍କା ପଠାଇ ଦିଆଯିବ ଓ କୃଷକଙ୍କୁ ୬୦ ବର୍ଷ ବୟସ ପରେ ପେନସନ ମଧ୍ୟ ଦିଆଯିବ ଆଉ ଯଦି ଆପଣଙ୍କୁ ୧୮ ବର୍ଷ ବା ତାଠାରୁ ଅଧିକ ତାହେଲେ ଆପଣ ୫୫ ଟଙ୍କା ଲେଖାଏଁ ଆପଣଙ୍କ ଖାତାରେ ରଖିଲେ |

ଆପଣଙ୍କୁ ୬୦ ବର୍ଷ ବୟସ ହେବା ପରେ ଆପଣଙ୍କୁ ୩୦୦୦ ତାଙ୍କ ଲେଖାଏଁ ଦିଆଯିବ ପ୍ରତି ମାସରେ ଆଉ ଯଦି ଆପଣ pm କିସାନ ଯୋଜନାରେ ପଞ୍ଜିକର କରିନାହାନ୍ତି ତାହେଲେ ଆଜି ହିଁ କରି ନିଅନ୍ତୁ ନହେଲେ ଆପଣ ଆଗାମୀ ଯୋଜନା ଗୁଡ଼ିକରୁ ବଞ୍ଚିତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *