ଅପା ଅପା ଡାକି ମୋତେ ପଟେଇଦେଲା ଆଉ ମୋ ସହିତ ବହୁତ ଖରାପ ସମ୍ପର୍କ ରଖିଲା ମୁଁ ମେଡିକାଲ ଯାଇ ଛୁଆ ନଷ୍ଟ କରିଛି ମୋ ଘର ସଂସାର ଭାଙ୍ଗିଦେଲା | ମୋ ଘରେ ଡ୍ରାଇଭର ଥିଲା ଆଉ ଘର କାମ କରୁ କରୁ ଡ୍ରାଇଭର ସମ୍ପର୍କରୁ ଭଲପାଇବା ଏତେ ବଢ଼ିଗଲାଯେ ଖାଇବା ପିଇବା ଭଲ ମନ୍ଦ ସବୁକଥା ମୋର ବୁଝୁଥିଲା ମୋତେ ଅପାଡାକି ମୋ ପାଖରେ ବସୁଥିଲା |
ଆଉ ବସୁ ବସୁ ମୋତେ ଏମିତି ପଟେଇଦେଲା ଯେ ମୁଁ ପଟିଗଲି ତା ବିନା ଗୋଟେ ମୁହୂର୍ତ ରହି ପାରୁନଥିଲି ମୋ ସ୍ୱାମୀକୁ ଛାଡ଼ି ତାହା ସହିତ ୧ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଭାବରେ ରହିଲୁ ଆଉ ସମ୍ପର୍କ ରଖିଲୁ | ଏବେ ମୋତେ ସେ ଛାଡ଼ିଦେଲା ସେ ଅନେକ ଝିଅ ସହିତ ସମ୍ପର୍କ ରଖୁଛି ମୋତେ ଧୋକା ଦେଲା ମୁଁ ଏବେ କାହାର ହେବି ମୋତେ ନ୍ୟାୟ ଦରକାର |
ସେପଟେ ଡ୍ରାଇଭର ପ୍ରେମିକ ଜଣଙ୍କ ନିଆଁ ପାଖରେ ଘିଅ ରହିଲେ ତ ତରଳିଯିବ ତାଙ୍କ ସ୍ୱାମୀ ଥାଉ ଥାଉ ମୋ ପାଖକୁ କାହିଁକି ଆସିଲା ନିଆଁ ନଥିଲେ ଧୂଆଁ କଣ ଉଠେ | ଏମିତି ଅନେକ କଥା କହିଯାଇଛନ୍ତି ସେହି ଯୁବତୀ ତେବେ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ |