ନିଜ ମାଲିକାଣି ସହିତ ଏପରି କାମ କରିଦେଲା ଡ୍ରାଇଭର ,ଜାଣିଲେ ଆପଣଙ୍କ ଦେହରୁ ଝାଳ ବାହାରିଯିବ ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ

ଅପା ଅପା ଡାକି ମୋତେ ପଟେଇଦେଲା ଆଉ ମୋ ସହିତ ବହୁତ ଖରାପ ସମ୍ପର୍କ ରଖିଲା ମୁଁ ମେଡିକାଲ ଯାଇ ଛୁଆ ନଷ୍ଟ କରିଛି ମୋ ଘର ସଂସାର ଭାଙ୍ଗିଦେଲା | ମୋ ଘରେ ଡ୍ରାଇଭର ଥିଲା ଆଉ ଘର କାମ କରୁ କରୁ ଡ୍ରାଇଭର ସମ୍ପର୍କରୁ ଭଲପାଇବା ଏତେ ବଢ଼ିଗଲାଯେ ଖାଇବା ପିଇବା ଭଲ ମନ୍ଦ ସବୁକଥା ମୋର ବୁଝୁଥିଲା ମୋତେ ଅପାଡାକି ମୋ ପାଖରେ ବସୁଥିଲା |

ଆଉ ବସୁ ବସୁ ମୋତେ ଏମିତି ପଟେଇଦେଲା ଯେ ମୁଁ ପଟିଗଲି ତା ବିନା ଗୋଟେ ମୁହୂର୍ତ ରହି ପାରୁନଥିଲି ମୋ ସ୍ୱାମୀକୁ ଛାଡ଼ି ତାହା ସହିତ ୧ବର୍ଷ ଧରି ସ୍ୱାମୀ ସ୍ତ୍ରୀ ଭାବରେ ରହିଲୁ ଆଉ ସମ୍ପର୍କ ରଖିଲୁ | ଏବେ ମୋତେ ସେ ଛାଡ଼ିଦେଲା ସେ ଅନେକ ଝିଅ ସହିତ ସମ୍ପର୍କ ରଖୁଛି ମୋତେ ଧୋକା ଦେଲା ମୁଁ ଏବେ କାହାର ହେବି ମୋତେ ନ୍ୟାୟ ଦରକାର |

ସେପଟେ ଡ୍ରାଇଭର ପ୍ରେମିକ ଜଣଙ୍କ ନିଆଁ ପାଖରେ ଘିଅ ରହିଲେ ତ ତରଳିଯିବ ତାଙ୍କ ସ୍ୱାମୀ ଥାଉ ଥାଉ ମୋ ପାଖକୁ କାହିଁକି ଆସିଲା ନିଆଁ ନଥିଲେ ଧୂଆଁ କଣ ଉଠେ | ଏମିତି ଅନେକ କଥା କହିଯାଇଛନ୍ତି ସେହି ଯୁବତୀ ତେବେ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *