ଏହି ୫ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ କୋଟିପତି କୌଣସି ବି ମହିଳା କରନ୍ତୁ ନାହିଁ ଏପରି ଭୁଲ ନିଜ ସ୍ୱାମୀ ହୋଇଯିବେ କାଙ୍ଗାଳ

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ସ୍ତ୍ରୀର ସେହି ତିନିଗୋଟି ଅଭ୍ୟାସ ବିଷୟରେ ଯାହା ଦ୍ୱାରା ତାଙ୍କ ସ୍ୱାମୀ ହୋଇଥାଆନ୍ତି ଧନୀ ଆଜି ଆମେ ଆପଣଙ୍କୁ କିଛି ଏମିତି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ |ଆପଣମାନେ ଜାଣିଥିବେ ଗୋଟିଏ ନାରୀ ଏବଂ ପୁରୁଷର ଭାଗ୍ୟ ସେମାନଙ୍କ ବିବାହ ପରେ ଏକ ହୋଇଯାଏ ତେବେ କେତେକ ଲୋକେ ଏହି କଥାକୁ ବିଶ୍ୱାସ କରିବା ବେଳେ କିଛି ଲୋକ ଏହାକୁ ଅବମାନନା କରି ନିଜ ଜୀବନରେ ବହୁତ ଦୁଃଖ ଭୋଗ କରିଥାଆନ୍ତି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଗୋଟିଏ ନାରୀର ଭାଗ୍ୟ ତା ସ୍ୱାମୀର ଭାଗ୍ୟ ସହିତ ଯୋଡ଼ି ହୋଇ ରହିଥାଏ ସେ ଯାହା ବି କରେ ତାର ଫଳ ତାର ସ୍ୱାମୀକୁ ଭୋଗିବାକୁ ପଡ଼େ |ସ୍ତ୍ରୀ ଯଦି ନିଜ ଜୀବନରେ ଏହି ସବୁ ଉପାୟ ବଦଳାଇ ଦେଇପାରିବ ତେବେ ତାର ସ୍ୱାମୀଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ଆସିବ ତେବେ ଆସନ୍ତୁ ଜାଣିବା ସେହି ସବୁ ଭଲ ଅଭ୍ୟାସ କଣ |

ନମ୍ବର 1 ସକାଳୁ ଶଯ୍ୟା ତ୍ୟାଗ କରିବା ସୂର୍ଯ୍ୟ ଉଦୟ ହେବା ଆଗରୁ ଯେଉଁ ନାରୀ ଶଯ୍ୟା ତ୍ୟାଗ କରେ ନିଜର ନିତ୍ୟ କର୍ମ ସାରି ଘର କାମରେ ଏବଂ ସ୍ୱାମୀର ସେବାରେ ଲାଗେ ସେହି ସ୍ତ୍ରୀ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଆନ୍ତି ଯାହାର ସ୍ତ୍ରୀ ଏହି ସବୁ କାମ କରେ ତାହାର ଭାଗ୍ୟ ବହୁତ ଜଲ୍ଦି ବଦଳି ଯାଇଥାଏ ଏବଂ ତାଙ୍କ ପାଖରେ ମାତା ଲକ୍ଷ୍ମୀ ବାସ କରିଥାଆନ୍ତି |

ନମ୍ବର 2 କେଵେବି ନରାଗିବା ଆଜି କାଲିର ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କ ଉପରେ ରାଗିକି କଥା ହୁଅନ୍ତି ଛୋଟ ଛୋଟ କଥାରେ ବହୁତ ଜଲ୍ଦି ରାଗି ଯାଆନ୍ତି ଏବଂ ଝଗଡ଼ା ମଧ୍ୟ କରନ୍ତି କିନ୍ତୁ ଯେଉଁ ସ୍ତ୍ରୀ ଲୋକ ସବୁ କିଛି ସହି ନିରବ ରୁହେ ଏବଂ କେବେବି ସ୍ୱାମୀକୁ ଅବମାନନା କରେ ନାହିଁ କଳି ଝଗଡ଼ାରୁ ଦୂରେଇ ରୁହେ ସେହିଭଳି ସ୍ତ୍ରୀ ଥିବା ସ୍ୱାମୀର ଭାଗ୍ୟ ବହୁତ ଶୀଘ୍ର ପରିବର୍ତ୍ତନ ହୋଇଥାଏ |

ନମ୍ବର 3 ଆୟ ଦେଖି ବ୍ୟୟ କରିବା ସବୁ ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କ ପାଖରୁ କିଛି ଆଶା ରଖିଥାଆନ୍ତି ଏବଂ ତାହା ପୁରା ନହେବା ପର୍ଯ୍ୟନ୍ତ ସ୍ୱାମୀ ମାନଙ୍କ ବଞ୍ଚିବା କଷ୍ଟ କରି ଦିଅନ୍ତି କିନ୍ତୁ କିଛି ନାରୀ ଏମିତି ଅଛନ୍ତି ଯେଉଁ ମାନେ ନିଜ ଇଛାକୁ ମାରି ସ୍ୱାମୀର ଆୟ ଦେଖି ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ସେହିପରି ନାରୀ ମାନଙ୍କ ସ୍ୱାମୀ ବହୁତ ଜଲ୍ଦି ଧନଶାଳୀ ହୋଇଥାଆନ୍ତି |

Leave a Reply

Your email address will not be published. Required fields are marked *