ଜାଣନ୍ତୁ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣକୁ ନେଇ କଣ ରହିଛି ବିପଦ ,ଏହି ଦିନ ଲୋକ ମାନଙ୍କୁ ଘରୁ ବାହାରିବା ପାଇଁ କରାଯାଇଛି ବାରଣ

ନମସ୍କାର ଦର୍ଶକବଂଧୁ 10 ବର୍ଷ ପରେ ସବୁଠୁ ଭୟଙ୍କର ଦିନ ହେବ ଏପ୍ରିଲ 8ବୈଜ୍ଞାନିକ ମାନେ ଏପ୍ରିଲ 8 ତାରିକରୁ ଘରୁ ବାହାରିବା ପାଇଁ ବାରଣ କଲେ ଆକାଶରୁ ବର୍ଷା ନୁହେଁ ଖସିବ ମୃ-ତ୍ୟୁ ,ପ୍ରତି ରାସ୍ତାରେ ପଡ଼ିବ ବିପଦ ଜାଣନ୍ତୁ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହକୁ ନେଇ କଣ ରହିଛି ବିପଦ ଏଥର ସାବଧାନ ହୋଇଯାଆନ୍ତୁ ମଣିଷ ଜାତି କାରଣ ଏହି ଏପ୍ରିଲ 8 ତାରିକରୁ ଆକାଶରୁ ଖସିବ ମୃ-ତ୍ୟୁ ର ଦ୍ରୁତ |10 ବର୍ଷ ପରେ ସବୁଠାରୁ ଭୟଙ୍କର ଦିନ ହେବ ଏହି ଏପ୍ରିଲ 8 ତାରିକ ଏହି ମାସ ଏପ୍ରିଲ 8 ରୁ ଘରୁ ବାହାରିବା ପାଇଁ ମନା ହୋଇଛି |

ଏହି ଦିନ ଘଟିପାରେ ଏହି ଅଲୌକିକ ଘଟଣା ସେଦିନ ରୁହନ୍ତୁ ସାବଧାନ ନେହେଲେ ଚାଲିଯିବ ଜୀବନ କାରଣ ସେଦିନ ବ୍ରହ୍ମାଣ୍ଡରେ ଅଲୌକିକ ଘଟଣା ଘଟିବାକୁ ଯାଉଛି ଯାହା ଫଳରେ ଅନେକ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି |ସେଦିନ ଆକାଶରେ ଦେଖାଦେବ ମହା ଜାଗତିକ ଦୃଶ୍ୟ ଆକାଶରୁ ଖସିବ ମୃ-ତ୍ୟୁ ର ଦ୍ରୁତ 8 ଏପ୍ରିଲରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି |ସୂର୍ଯ୍ୟପରାଗକୁ ନେଇ ବୈଜ୍ଞାନିକ ମାନେ ଏକ ଅଦ୍ଭୁତ ଚେତାବନୀ ଦେଇଛନ୍ତି |

ଯାହା ଡରାଇ ଦେବା ଭଳି ଲାଗୁଚି ବୈଜ୍ଞାନିକ କହିବା ଅନୁଯାଇ ପୂର୍ଣ୍ଣ ସୂର୍ଯ୍ୟପରାଗ ହେତୁ ସଡ଼କ ଦୁର୍ଘଟଣା ଘଟିବାକୁ ଯାଉଛି |ସେଦିନ ଅନେକ ସଡ଼କ ଦୁର୍ଘଟଣା ଘଟିବ ଅନେକ ଲୋକଙ୍କ ଜୀବନ ଯିବ |ତେବେ 2017 ରେ ସୂର୍ଯ୍ୟପରାଗ ଖୁବ କମ ସମୟ ମଧ୍ୟରେ ହେବାକୁ ଥିବା ବେଳେ ସଡ଼କ ଦୁର୍ଘଟଣ ଦ୍ରୁତ ଗତିରେ ବଢ଼ିଯିବ ବୋଲି କହିଛନ୍ତି ଗ୍ରେଟ ଆମେରିକା ଏକଲିପ୍ସ ଅଫ 2017 |

ସାଧାରଣତଃ ବୈଜ୍ଞାନିକ କହିଛନ୍ତି ସୂର୍ଯ୍ୟପରାଗ ଲାଗିବା ପରଘଣ୍ଟାରେ ଅଧିକ ଦୁର୍ଘଟଣା ଦେଖିବାକୁ ମିଳିଥାଏ ଅର୍ଥାତ ସୂର୍ଯ୍ୟପରାଗ ହେବା ମାତ୍ରେ ସଡକ ଦୁର୍ଘଟଣା ବଢ଼ି ଯାଇଥାଏ ତେଣୁ ଏବେ ଠାରୁ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି |8 ଏପ୍ରିଲ 2024 ରେ ଆମେରିକା ସହରରେ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ ତେବେ ଆପଣ ସୂର୍ଯ୍ୟକୁ ଦେଖିବାକୁ ଚାହୁଁଛନ୍ତି ତେବେ ଚଷମା ବ୍ୟବହାର କରନ୍ତୁ |

Leave a Reply

Your email address will not be published. Required fields are marked *