ସମୁଦ୍ର ତଳୁ ମିଳିଲା ଶ୍ରୀକୃଷ୍ଣଙ୍କ ଦ୍ଵାରିକା କେମିତି ବୁଡିଥିଲା ଦ୍ଵାରିକା ନଗରୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଆପଣ ମାନେ ଶ୍ରୀ କୃଷ୍ଣଙ୍କ ଦ୍ୱାରିକା ନଗରୀ ବିଷୟରେ ନିହାତି ଜାଣିଥିବେ ହେଲେ କଣ ଆପଣ ଜାଣିଛନ୍ତି ଯେ ତାହା ଏବେ କେଉଁଠି ଏବଂ କେଉଁ ଅବସ୍ଥାରେ ଅଛି ଯଦି ଜାଣିନାହାନ୍ତି ତାହେଲେ ଶୁଣନ୍ତୁ |

ବହୁ ବର୍ଷ ପୂର୍ବେ ଶ୍ରୀ କୃଷ୍ଣ କନ୍ସ ବଧ କରିବା ପରେ ଏକ ନଗର ନିର୍ମାଣ କରିବାକୁ ଚାହିଁଲେ ଯେଉଁଥିରେ ଅଧର୍ମର ନାମ ମଧ୍ୟ ନଥିବା ତାପରେ ସେ ନିଜେ ଦ୍ୱାରିକା ନଗରୀ ନିର୍ମାଣ କରିଥିଲେ। ସେଠାରେ ଶାସନ ମଧ୍ୟ କଲେ ତାଙ୍କ ଦେହାନ୍ତ ହେବାପରେ ଦ୍ୱାରିକା ମଧ୍ୟ ଅନନ୍ତ ସମୁଦ୍ରରେ ଲୀନ ହୋଇଗଲା |

ଆଜିକାର ଗବେଷକ ଯେତେବେଳେ ଦ୍ୱାରିକା ସନ୍ଧାନ କରିବାକୁ ଯାଇଥିଲେ ସେମାନେ ବହୁତ୍ ବଡ଼ ବଡ଼ ଜାହାଜ ସମୁଦ୍ର ଭିତରେ ପାଇଲେ ପୌରାଣିକ ତତ୍ଵବିଦ୍ ମନ୍ ଏକହିଲେ ଯେ ଏହି ଜାହାଜ ଗୁଡ଼ିକ ହଜାର ହଜାର ବର୍ଷା ପୁରୁଣା ଏଥିରୁ ଜଣା ପଡିଲା ଯେ ସେମାନେ ବାଣିଜ୍ୟରେ ଲିପ୍ତ ଥିଲେ |

ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାତାୟାତ କରିବାକୁ ଜାହାଜର ବ୍ୟବହାର କରୁଥିଲେ । ଦ୍ୱାରିକର ଅର୍ଥ ହେଉଛି କବାଟ ଏହା ବିଦେଶୀ ନବିକଙ୍କ ପାଇଁ ଅମାଦେଶକୁ ଆସିବାର ଏକ କବାଟ ଥିଲା ସେଥି ପାଇଁ ଏହି ନଗରୀର ନାମ ଶ୍ରୀ କୃଷ୍ଣ ଦ୍ୱାରିକା ରାକ୍ଷୀ ଥିଲେ ।

Leave a Reply

Your email address will not be published. Required fields are marked *