ମୁମ୍ବାଇକୁ ଲାଗିଲା ବଡ଼ ଝଟକା ଶହେ ଶହେରେ ନାମ ନେବ ଏହି ତିନି ମହାରଥୀ ,ନୀତା ଅମ୍ବାନୀ ନେଲେ ବଡ଼ ନିଷ୍ପତି

ଏଥର ନାମ ନେବ ମୁମ୍ବାଇ ଇଣ୍ଡିଆନସ୍ କେବଳ ରୋହିତ ଶର୍ମା ନୁହଁ ଆଉହୁରୀ ଅନେକ ଖେଳାଳି ଛାଡ଼ିବେ ମୁମ୍ବାଇ ଟିମ୍ ହାତ , କଣ ମୁମ୍ୱାଇ ହୋଇଯିବ ଦିଗହରା ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। ହଁ ଦର୍ଶକ ବନ୍ଧୁ IPL ୨୦୨୪ ଆରମ୍ଭ ହେବ ପୂର୍ବରୁ ମୁମ୍ବାଇ ଟିମ୍ ବହୁତ୍ ଗୁଡ଼ିଏ ସମାଲୋଚନା ର ଶିକାର ହୋଇଥିଲା |

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ଥରୁ ନେଇ ମୁମ୍ବାଇ ମ୍ୟାଚ୍ ହାରିବା ପର୍ଯ୍ୟନ୍ତ ଖୁବ୍ ସମାଲୋଚନାର ଶିକାର ହୋଇଥିଲା ମୁମ୍ବାଇ ତେବେ କିଛି ଭିତିରିଆ ସୂଚନା ଅନୁସାରେ ହାର୍ଦ୍ଧିକ ଅଧିନାୟକ ହେବା ପରଠାରୁ ରୋହିତ ଜମା ଖୁସି ନୁହନ୍ତି |

ତେଣୁ ସେ ମୁମ୍ବାଇ ଟିମ୍ ଛାଡ଼ିଆବ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି ବର୍ତ୍ତମାନ ରୋହୀତଙ୍କ ବ୍ୟତୀତ ବୁମ୍ରା ଓ ସୁର୍ୟା କୁମାର ମଧ୍ୟ ଟିମ୍ ଚଡ଼ିଆବ ନେଇ ଅନେକ ଖବର ସାମ୍ନାକୁ ଆସିଛି ଆଉ ଏକ ଖବର ମଧ୍ୟ ଆସିଛି ଯେ

ସେ ତିନି ଜଣ ଏହି ବର୍ଷ IPL ଖେଳିବା ପରେ ଟିମ୍ ଛାଡ଼ି ଅନ୍ୟ ଟିମ୍ ରେ ଯୋଗ ଦାନ କରିବେ । ଆପଣଙ୍କୁ କଣ ଲାଗୁଛି କଣ ସତରେ ସେ ଟିମ୍ ଛାଡ଼ିବେ କମେନ୍ତ୍ କରି ନିଶ୍ଚୟ ଆପଣଙ୍କ ମତ ଜଣାଇବେ ।

Leave a Reply

Your email address will not be published. Required fields are marked *