2024 ରେ ସରିବାକୁ ଯାଉଛି ନବୀନଙ୍କ ଖେଳ ,ମାଳିକାରେ ମିଳିଲା ବଡ଼ ପ୍ରମାଣ ଜଣେ ମହିଳା ହୋଇପାରନ୍ତି ଓଡ଼ିଶାର ମନ୍ତ୍ରୀ ଜାଣନ୍ତୁ କିଏ

ନମସ୍କାର ଦର୍ଶକବନ୍ଧୁ ମହାପୁରୁଷ 600 ବର୍ଷ ପୂର୍ବେ ତାଳପତ୍ରରେ ଲେଖିଥିବା ବାଣୀ ଆଜି ସତ୍ୟ ହେବାରେ ଲାଗିଛି ଦର୍ଶକବନ୍ଧୁ ନବୀନଙ୍କ ବିଷୟରେ କଣ ଲେଖା ଅଛି ମାଳିକାରେ ଆଜି ଆମେ ଜାଣିବା |ମହାପୁରୁଷ କହିଲେ ବିରୂପା ନଦୀ କୂଳେ ଜୁଳୁକା ପାହାଡ଼ରେ ମଣି ନାଗ ଗୁମ୍ଫା ରହିଛି |ସେହି ମନ୍ଦିରର ଚିତ୍ତଳ ମାଛର କଣ୍ଟାରେ ଚିତ୍ତଳ ମାଛ ଦେଖାଯିବ ଏକଥା ଗୁଡ଼ିକ ମହାପୁରୁଷ ଗରୁଡ଼ ଗୀତାରେ ବର୍ଣ୍ଣନା କରିଛନ୍ତି ମହାପୁରୁଷ କହିଲେ ବିରୂପା ନଦୀ କୂଳରେ ଜୁଳୁକା ପାହାଡ଼ ଥିବ ଆଉ ମଣି ନାଗ ଗୁମ୍ଫା ସେଠାରେ ରହିଥିବ |

ଆଉ ସେହିଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର ମଧ୍ୟ ରହିଥିବା ଆପଣ ମାନେ ଦେଖନ୍ତୁ ପଞ୍ଚମୁଖୀ ହନୁମାନ ଅଛନ୍ତି କି ନାହିଁ ସେହି ସମୟରେ ଚିତ୍ତଳ ମାଛ ଆସିବ ଛତିଆ ସେହି ମାଛର କଣ୍ଟାରେ ଏରୁଡି ବନ୍ଧ ତିଆରି ହେବ ସେହି ସମୟରେ ବୀର ହନୁମାନ ମଧ୍ୟ ଯୁଦ୍ଧ କରିବେ ବୋଲି ମହାପୁରୁଷ କହିଛନ୍ତି ଆଉ କଟକରେ ମହାଭାରତର ଅଳି ଯୁଦ୍ଧ ଆରମ୍ଭ ହେବ ବିରାଟ କଟକ |

ଓଡ଼ିଶାର କେଉଁ ସ୍ଥାନରେ ମାଳିକାରେ ବର୍ଣ୍ଣିତ ରହିଛି ଆଉ ବିରାଟ କଟକ ହେଉଛି ଚୌଦ୍ୱାର |ମହାପୁରୁଷ ଲେଖିଛନ୍ତି ମହାଭାରତ ବୀର ଗଣ ଜନ୍ମ ନେଇ ସାରିଲେଣି ଭାରତ ମାତା ର ନାଁ ରଖିବା ପାଇଁ ଦିନେ ଯୁଦ୍ଧ କରିବେ ମହାପୁରୁଷ କହିଲେ ଭାରତରେ ହେବ ମହାଭାରତର ଅଳିଏ ଯୁଦ୍ଧ |

ମହାପୁରୁଷ କହିଲେ ଦ୍ୱାପର ଯୁଗରେ ଯିଏ ବିରାଟ ରାଜା ଥିଲେ ସେ ହେଉଛନ୍ତି କଳିଯୁଗର ସ୍ବର୍ଗତ ବିଜୁ ପଟ୍ଟନାୟକ ମହାପୁରୁଷ କହିଲେ ସେ ହିଁ ଓଡ଼ିଶାର ଧନୀ ହୋଇଥିବେ ବଳ କୌଶଳରେ ଉଡ଼ାଇ ଆଣିବେ ଆପଣମାନେ ଜାଣିଥିବେ ଇଣ୍ଡୋନେସିଆର ଘଟଣା ସେ ବଳ କୌଶଳରେ ଉଡ଼ାଇ ଆଣିଥିଲେ |

ସତକୁ ସତ ତାଙ୍କ ପୁଅ ହେଉଛନ୍ତି ନବୀନ ପଟ୍ଟନାୟକ ଯିଏ କି ସତକୁ ସତ ଦେଶରେ ନାଁ କରିସାରିଲେଣି ପାଞ୍ଚଥର ଜିତି ସାରିଲେଣି ଇଲେକ୍ସନରେ |2024 ପର ଠାରୁ ସମୟ ସରିବାକୁ ଆସିଲାଣି କଳିଯୁଗର ଶେଷ ସମୟ ଆସିଗଲାଣି

Leave a Reply

Your email address will not be published. Required fields are marked *