Anuchinta : ଯେଉଁ ଝିଅ ମାନଙ୍କର ନାମ ପ୍ରଥମ ଅକ୍ଷର ଏହି ନାଁ ରେ ଥିଲେ ସେ ଘର ପାଇଁ ବଡ଼ ଭାଗ୍ୟଶାଳୀ ହୋଇଥାଆନ୍ତି

ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ବେଡ଼ରୁମରେ ଡାର୍କ ରେଡ୍, ବ୍ଲାକ, ବ୍ଲୁ ଏବଂ ଗ୍ରେ ଇତ୍ୟାଦି ରଙ୍ଗ ବ୍ୟବହାର କରିବା ଅନୁଚିତ୍ ଏବଂ କ୍ସାଇଟ, ୟେଲୋ, ପିଙ୍କ କିମ୍ବା କ୍ରିମ୍ ଇତ୍ୟାଦି ରଙ୍ଗକରିବା ଦ୍ବାରା ଶୁଭହୋଇଥାଏ ।

୨. ଶୋଇବା ଘରେ ଲାଗିଥ‌ିବା ପଙ୍ଖାରୁ କିମ୍ବା ଝରକାରୁ ଯେପରି ଅତିରିକୁ ଶବ୍ଦ ବାହାରିବା ଅନୁଚିତ୍ ଏହାଦ୍ବାରା ମତଭେଦ ଦେଖାଦେଇଥାଏ ।

୩. କେବେବି ବେଡ଼ ଘରର କବାଟ ସାମ୍ନାରେ ହେବା ଅନୁଚିତ୍ ଏହାଦ୍ବାରା ଶରୀର ଅସୁସ୍ଥ ହୋଇଥାଏ ଏବଂ ଅଶାନ୍ତି ଲାଗିରହିଥାଏ ।

୪. ସେଥୂପାଇଁ ବେଡ଼ରୁମ ଠିକଉପରେ ପାଣିଟାଙ୍କି କିମ୍ବା ଟଏଲେଟ୍ ରଖୁବା ଉଚିତ ନୁହେଁ ଯଦିଥାଏ ବେଡ଼ରୁମ୍ ବଦଳେଇବା ଉଚିତ ।

୫. ବେଡ଼ରୁମର ଠିକ୍‌ଉପରେ ଯଦି ଟଏଲେଟ ରହିଥାଏ ତେବେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଖରାପହୋଇ ଛାଡ଼ପ‌ତ୍ର ଆଡକୁ କଥାଯାଇଥାଏ ।

୬. ସ୍ବାମୀ ସ୍ତ୍ରୀଙ୍କ ବେଡ଼ରୁମ୍ ଠିକ୍‌ଉପରେ ଯଦି ପାଣିଟାଙ୍କି ରହିଥାଏ ତେବେ ସେମାନଙ୍କ ମୁଧ୍ୟରେଥ‌ିବା ସମ୍ପର୍କ ଖରାପ ହୋଇଥାଏ ।

୭. ସ୍ତ୍ରୀ ଲୋକଙ୍କ ମେକପ୍ ସାମଗ୍ରୀ କେବେବି ବେଡ଼ରୁମ୍ ବ୍ୟତିତ ଅନ୍ୟ କେଉଁଘରେ ରଖୁବା ଉଚିତ୍ ନୁହେଁ ଏହା ଦ୍ଵାରା ଘରେ ଝଗଡ଼ା ଲାଗି ରହିଥାଏ ।

୮. ଶୋଇବା ଘରେ ବେଡ଼ ପାଖରେ କିଛି ଧଳାଫୁଲର ଫଟ ରଖୁବାଦ୍ବାରା ବୈବାହିକ ଜୀବନରେ ସୁଖ ସ୍ଵଭାଗ୍ୟ ଆସିଥାଏ ।

୯. ପ୍ରତ୍ୟେକଦିନ ସ୍ବାମୀ ସ୍ତ୍ରୀ ଉଭୟ ଓଁ ନମଃ ଶିବାୟ ମନ୍ତ୍ର ଜପକରିବା ଦ୍ବାରା ସମସ୍ତ ଅଭାବ ଅସୁବିଧା ଦୂରହୋଇ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ।

୧୦. ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଝିଅ ମାନଙ୍କର ନାମ ‘ ର ‘ ଏକ ଅକ୍ଷରରୁ ଆରମ୍ଭ ହୁଏ, ସେମାନଙ୍କୁ ଦେବୀ ଲକ୍ଷ୍ମୀ ଭାବରେ ବିବେଚନା କରାଯାଏ ।

Leave a Reply

Your email address will not be published. Required fields are marked *