ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଆସିଲା ବହୁତ ବଡ଼ ଖବର ,ଏହି ଦିନ ଠାରୁ ଦିଆଯିବ ଖରା ଛୁଟି ସବୁ Student ମାନେ ଶୀଘ୍ର ଜାଣି ରଖନ୍ତୁ

ଦର୍ଶକବନ୍ଧୁ ଆଜି ଆସିଲା ଆଉ ଏକ ନୂଆ ସୂଚନା ଯାହା ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ୍ ଗୁରୁତ୍ଵପୂର୍ଣ୍ଣ ଖବର କଣ ସେହି ଖବର ଆସନ୍ତୁ ଜାଣିବା । ବନେଶ୍ବର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଦ୍ୟାଳୟର 2024-25 ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଜାରି କରାଯାଇଛି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ଜାରି ଏହି କ୍ୟାଲେଣ୍ଡର ଅନୁଯାୟୀ ସମୁଦାୟ ୨୩୧ ଦିନ ପଠପଢ଼ା ହେବ। ଏପ୍ରିଲ୍ ୨ତାରିଖରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେଉଛି। ସମୁଦାୟ ୩୧ଟି ପର୍ବପର୍ବାଣି ଓ ୨ଟି ସ୍ଥାନୀୟ ପର୍ବପର୍ବାଣୀରେ ଛୁଟି ପ୍ରଦାନ କରାଯିବ। ହେଲେ ଏହି ପର୍ବ ପର୍ବାଣୀରେ ନୂଆଖାଇ ପର୍ବକୁ ମିଶା ଯାଇ ନାହିଁ

ସେହିପରି 2024-25 କିଲେଣ୍ଡର ଅନୁଯାଇ ଫେବୃଆରୀ ଶେଷ ସପ୍ତାହରେ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଓ ମାର୍ଚ୍ଚ ମାସ ଦୁତିୟ ସପ୍ତାହରେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କ୍ୟାଲେଣ୍ଡରରେ ଦର୍ଶା ଯାଇଛି ଏହି ମାସ ୫ ତାରିଖ ଦିନ କ୍ୟାଲେଣ୍ଡର ଅନୁଯାଇ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *