ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ କାହିଁକି ସ୍ୱର୍ଗଦ୍ୱାରରେ ହିଁ ସବ ଦାହ କରାଯାଏ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆସନ୍ତୁ ଜାଣିବା ଏହା ପଛର ସମ୍ପୂର୍ଣ୍ଣ ରହସ୍ୟ । ଦର୍ଶକ ବନ୍ଧୁ ଆମ ପୃଥିବୀରେ ଅନେକ ଶମଶାନ ରହିଛି ହେଲେ ଆମ ପୁରୀରେ ଥିବା ଶ୍ମଶାନ କୁ ସ୍ବର୍ଗ ଦ୍ବାର ବୋଲି କୁହାଯାଏ ଏହି ସ୍ଥାନରେ ଅନ୍ତିମ ଦାହ ପାଇଁ ପ୍ରତ୍ୟେକ ଲୋକ ମାନେ ଅନ୍ତିମ ଆଶା ରଖିଥାନ୍ତି |
କୁହାଯାଏ ଯେ ସେଠାରେ ଦାହେଲେ ଆତ୍ମା ସ୍ବର୍ଗ ପ୍ରାପ୍ତି କରିଥାଏ କିନ୍ତୁ ରତ ବେଳେ ଏଠାରେ କୌଣସି ଶବକୁ ଦାହ କରାଯାଏ ନାହିଁ , ଶାସ୍ତ୍ର ଅନୁସାରେ ଥରେ ଦେବଙ୍କ ରାଜା ଇନ୍ଦ୍ରଦେବ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ ହେଲେ ସେ ଆନନ୍ଦ ବଜାରରେ ବିକ୍ରି ହୋଉଥିବା ଭୋଗକୁ ଦେଖି ସେ ତାଙ୍କ ଭୋକକୁ ଆଉ ସମାଳି ପାରିଲେ ନାହିଁ |
ତାପରେ ସେ ମନ୍ଦିରର ଏକ ସ୍ଥାନରେ ଅମୃତ ମାଠିଆ କୁ ଭାଙ୍ଗି ଏକ ଖପରାରେ ଭୋଗ ମଗିବାକୁ ଲାଗିଲେ ଓ ଭୋଗ ଖାଇବା ପରେ ଏତେ ସନ୍ତୁଷ୍ଟ ହୋଇ ଥିଲେ ଯେ ସେ ପ୍ରତୀକ ଦିଅଁ ଶ୍ରୀମନ୍ଦିରକୁ ଆସି ଭୋଗ କହିବାକୁ ଲାଗିଲେ ଓ ସେ ଘୋଗ ଦେଇଥିବା ପଣ୍ଡାକୁ ନିଜ ସଙ୍ଗାତ ବନେଇ ଦେଇଥିଲେ |
ସେହି ପଣ୍ଡା ସାମ୍ନାରେ ସେ ଆକାଶକୁ ହାତ ବଡାହି ସ୍ୱର୍ଗକୁ ଚାଲି ଯାଇଥିଲେ ଯେଉଁ ସ୍ଥାନରେ ଇନ୍ଦ୍ର ଦେବ ସ୍ୱର୍ଗକୁ ଜିଥିଲେ ସେହି ସ୍ଥାନରେ ଆଜି ସ୍ବର୍ଗ ଦ୍ବାର ଭାବେ ଜଣାଶୁଣା ।