ଶ୍ରୀମନ୍ଦିର ସ୍ଵର୍ଗଦ୍ଵାରରେ ଶବଦାହ ପଛର ରହସ୍ୟ ଜାଣିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ କହିବୁ ଯେ କାହିଁକି ସ୍ୱର୍ଗଦ୍ୱାରରେ ହିଁ ସବ ଦାହ କରାଯାଏ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆସନ୍ତୁ ଜାଣିବା ଏହା ପଛର ସମ୍ପୂର୍ଣ୍ଣ ରହସ୍ୟ । ଦର୍ଶକ ବନ୍ଧୁ ଆମ ପୃଥିବୀରେ ଅନେକ ଶମଶାନ ରହିଛି ହେଲେ ଆମ ପୁରୀରେ ଥିବା ଶ୍ମଶାନ କୁ ସ୍ବର୍ଗ ଦ୍ବାର ବୋଲି କୁହାଯାଏ ଏହି ସ୍ଥାନରେ ଅନ୍ତିମ ଦାହ ପାଇଁ ପ୍ରତ୍ୟେକ ଲୋକ ମାନେ ଅନ୍ତିମ ଆଶା ରଖିଥାନ୍ତି |

କୁହାଯାଏ ଯେ ସେଠାରେ ଦାହେଲେ ଆତ୍ମା ସ୍ବର୍ଗ ପ୍ରାପ୍ତି କରିଥାଏ କିନ୍ତୁ ରତ ବେଳେ ଏଠାରେ କୌଣସି ଶବକୁ ଦାହ କରାଯାଏ ନାହିଁ , ଶାସ୍ତ୍ର ଅନୁସାରେ ଥରେ ଦେବଙ୍କ ରାଜା ଇନ୍ଦ୍ରଦେବ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ ହେଲେ ସେ ଆନନ୍ଦ ବଜାରରେ ବିକ୍ରି ହୋଉଥିବା ଭୋଗକୁ ଦେଖି ସେ ତାଙ୍କ ଭୋକକୁ ଆଉ ସମାଳି ପାରିଲେ ନାହିଁ |

ତାପରେ ସେ ମନ୍ଦିରର ଏକ ସ୍ଥାନରେ ଅମୃତ ମାଠିଆ କୁ ଭାଙ୍ଗି ଏକ ଖପରାରେ ଭୋଗ ମଗିବାକୁ ଲାଗିଲେ ଓ ଭୋଗ ଖାଇବା ପରେ ଏତେ ସନ୍ତୁଷ୍ଟ ହୋଇ ଥିଲେ ଯେ ସେ ପ୍ରତୀକ ଦିଅଁ ଶ୍ରୀମନ୍ଦିରକୁ ଆସି ଭୋଗ କହିବାକୁ ଲାଗିଲେ ଓ ସେ ଘୋଗ ଦେଇଥିବା ପଣ୍ଡାକୁ ନିଜ ସଙ୍ଗାତ ବନେଇ ଦେଇଥିଲେ |

ସେହି ପଣ୍ଡା ସାମ୍ନାରେ ସେ ଆକାଶକୁ ହାତ ବଡାହି ସ୍ୱର୍ଗକୁ ଚାଲି ଯାଇଥିଲେ ଯେଉଁ ସ୍ଥାନରେ ଇନ୍ଦ୍ର ଦେବ ସ୍ୱର୍ଗକୁ ଜିଥିଲେ ସେହି ସ୍ଥାନରେ ଆଜି ସ୍ବର୍ଗ ଦ୍ବାର ଭାବେ ଜଣାଶୁଣା ।

Leave a Reply

Your email address will not be published. Required fields are marked *