ଆଉ ଦିନ କେଇଟା ପରେ ଫେରିଯିବ ମୌସମୀ କିନ୍ତୁ ରାଜ୍ୟରେ ମୌସମୀ ଫେରିବା ପୂର୍ବରୁ ବର୍ଷାର ପରିମାଣ ବଢିବ କାହିଁକିନା ବଙ୍ଗପ ସାଗରରେ ଏବେ ସକ୍ରିୟ ରହିଛି ଘୃନିବଲୟ ସକ୍ରିୟ ଘୃନିବଲୟ ପ୍ରଭାବରେ କିଛି ଅଞ୍ଚଳରେ ପାଗ ମେଘୁଆ ରହୁଛି ଗତ କିଛିଦିନ ହେବ କାଳ ବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଥିଲା |
ବର୍ଷା ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର ଅଧିକ ପ୍ରଭାବିତ ହୋଇଥିଲା | ତେବେ ଏହାରି ଭିତରେ ଆଲୋଚନା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସିଲା ଆଉ ଏକ ବଡ ଖବର |
ଉତର ପୂର୍ବ ପାଶ୍ୱବର୍ତୀ ବଙ୍ଗପ ସାଗରରେ ସୃଷ୍ଟି ହଵାଈଥିବା ଲଘୁଚାପ କ୍ଷେତ୍ରଟି ଆସନ୍ତା 48 ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶୀୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି | କିନ୍ତୁ ବର୍ତମାନ ରାଜ୍ୟରେ ଏବେ ଗରମରେ ପ୍ରଭାବ ବୃଦ୍ଧି ହେଉଛି |