ଗ୍ୟାସ ସିଲିଣ୍ଡର ଧାରୀ ମାନଙ୍କ ପାଇଁ ସରକାର ଦେଲେ ବହୁତ ବଡ଼ ଖୁସି ଖବର ,ଏବେ ହେଲେ ନୂଆ ଘୋଷଣା ପୁରା ଶସ୍ତାରେ ଆଣି ପାରିବେ Gas

ନମସ୍କାର ଦର୍ଶକବନ୍ଧୁ ଗ୍ୟାସ ସିଲିଣ୍ଡରକୁ ନେଇ ଆସିଲା ଏକ ବହୁତ ବଡ଼ ଖୁସି ଖବର ଆଜି ଠାରୁ ଶସ୍ତା ହେଲା LPG ଗ୍ୟାସ ସିଲିଣ୍ଡର କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |ଆଜିଠୁ ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର ନୂଆ ଆର୍ଥିକ ବର୍ଷରେ ନୂଆ ରେଟ ଲାଗୁ ହୋଇସାରିଛି ଆଜି ଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ ଆର୍ଥିକ ବର୍ଷ 2024-25 ର ପ୍ରଥମ ଦିନରେ ଶସ୍ତା ହୋଇଛି LPG ଗ୍ୟାସ ସିଲିଣ୍ଡର |

ଆଜିଠାରୁ ରାଜଧାନୀରେ LPG ଗ୍ୟାସ ସିଲିଣ୍ଡରର ଦାମ ଟ30.50 ପଇସା ହ୍ରାସ ପଇସାରିଛି ଏହା ସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ମଧ୍ୟ ହୋଇସାରିଛି |ଆସନ୍ତା ନିର୍ବାଚନ ପୂର୍ବରୁ ଗ୍ୟାସ ସିଲିଣ୍ଡର ପିଛା 32 ଟଙ୍କା ହ୍ରାସ ପାଇଛି |19 କିଲୋଗ୍ରାମ କମର୍ସିୟାଲ ଗ୍ୟାସ ଦର 32 ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି |

ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର ଦାମ 30.50 ପଇସା ହ୍ରାସ ପାଇସାରିଛି |ସେହିପରି କୋଲକାତାରେ 32 ଟଙ୍କା ହ୍ରାସ ପାଇଛି ଏହା ବ୍ୟତୀତ ମୁମ୍ବାଇରେ 31.50 ପଇସା ଏବଂ ଚେନ୍ନାଇ 30.50 ପଇସା ହ୍ରାସ କରାଯାଇଛି |ମୂଲ୍ୟ ହ୍ରାସ ପରେ 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ 1795 ଟଙ୍କାରୁ ଖସି 1764 ଟଙ୍କା 50 ପଇସାରେ ପହଁଚି ସାରିଛି |

ସେହିପରି କୋଲକାତାରେ ଏହି ଗ୍ୟାସ 1911 ଟଙ୍କା ପରିବର୍ତ୍ତେ 1879 ଟଙ୍କାରେ ଉପଲବ୍ଧ ହୋଇପାରିଛି ମୁମ୍ବାଇରେ ଏହା 1749 ପରିବର୍ତ୍ତେ 1716 ଟଙ୍କାରେ ମିଳିପାରିବ |ତେବେ ଚେନ୍ନାଇରେ ଏହାର ମୂଲ୍ୟ 1930 ଟଙ୍କାରେ ପହଁଚି ସାରିଛି ଯାହାକି ଆଜିଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ 2024-25 |ତେଣୁ ଘରୋଇ ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ତାହା ଅପରିବର୍ତ୍ତିତ ହୋଇ ରହିଅଛି

Leave a Reply

Your email address will not be published. Required fields are marked *