ଭଲ ପାଇ ବାହା ହୋଇ ନିଜ ସ୍ତ୍ରୀକୁ ରଖିବାକୁ ନାରାଜ ସ୍ୱାମୀ ,କହିଲେ କହୁଛି ଏପରି କଥା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ମୋତେ ଧରିକି ଶୋଇଲା ଆଉ କାମ ସରିଗଲା ପରେ ମୋତେ ଛାଡିଦେଲା ମୁଁ କଣ ଶସ୍ତା ମୋତେ ରଖୁଛି ରଖୁଛି ଛାଡ଼ୁଛି ଆଜିକି 7ମାସ ହୋଇଗଲାଣି ଏହି ଭଳି ଧନ୍ଦା ଚାଲିଛି | ତୋ ଭଳିଆ ଫାଲତୁ ପିଲାପାଖକୁ ଆସିବାକୁ ମୋର କୌଣସି ଇଛା ନଥିଲା ମୋତେ ଫସେଇକି କୋଟି ମ୍ୟାରେଜ କରିକି ଆଜି ଏଇଠିକି ଆଣିଲା |

ମୁଁ ହେଉଛି ଚଷା କାଷ୍ଟ ଝିଅ ଏ ହେଉଛି ଭଣ୍ଡାରୀ ଜାତି ଏମାନେ ମୋର ପାଦତଳର ଲୋକ କିନ୍ତୁ ଆଜି ମୁଁ ମୁଣ୍ଡ ଉପରେ ବସେଇଲିବୋଲି ଏମାନେ ଆଜି ମୋ ସହିତ ଏମିତି କରିଛନ୍ତି | ହଁ ଆଂଜ୍ଞା ଏକଥା ଆମେ କହୁନୁ ଏକଥା କହିଛନ୍ତି ଏହି ଯୁବତୀ ଜଣଙ୍କ ତାଙ୍କର 8ମାସ ତଳେ ବାହାଘର ହୋଇଥିଲା |

ଆଉ ନିଜ ସାନ ପୁଅକୁ ଅଲଗା ଗୋଟେ ପିଲା ସହିତ ମୋତେ ସେଟ କରିକି ଜାଗାରେ ପହେଞ୍ଚଇଇଲେ ମୋତେ ଆଉ ବାଧ୍ୟ କାରିରେ ଖରାପ ସମ୍ପର୍କ ରଖିବାବାକୁ | ଆଉ ମୁଁ ମନ କରିଦେବାରୁ ମୋତେ ବାଡେଇ ଘରୁ ବିଦା କରିଦେଇଛନ୍ତି | ତେବେ ଦର୍ଶକବନ୍ଧୁ ଟିକେ ଭଲକରି ଦେଖନ୍ତୁ କଣ କହୁଛନ୍ତି ସେହି ଯୁବତୀ ଜଣଙ୍କ…

Leave a Reply

Your email address will not be published. Required fields are marked *