ଗ୍ୟାସ୍,ଏସିଡିଟି,କବଜ,କୋଷ୍ଠ କାଠିନ୍ୟ ୫ମିନିଟ୍ ରେ ଭଲ ହେବ ,କରନ୍ତୁ ଏହି ଛୋଟିଆ ଉପାୟ ସବୁ ପେଟ ରୋଗ ହୋଇଯିବ ଦୂର

ବନ୍ଧୁ ଗଣ ଯଦି ଆପଣଙ୍କର କଷ୍ଟକାଟିନ୍ୟ ଭଳି ସମସ୍ୟା ଦ୍ଵାରା ପେଟ ଫୁଲୁ ଅଛି ବାରମ୍ବାର ଗ୍ୟାସ ହୋଇ ଅଛି ଛାତିରେ ଯୋଳନ ହେଉଅଛି ଆଜି ଆମେ ଆପଣଙ୍କ ଏହି ସବୁ ସମସ୍ୟାରୁ ଅପାଙ୍କୁ ସମ୍ପୁର୍ଣ୍ଣ ଭାବରେ ଦୂରେଇ ଦେବାକୁ ଯାଉଛୁ ।ଏହା ଏକ ଘରୋଇ ଉପଚାର ତେଣୁ ଏଥିର ଆପଣଙ୍କର ବହୁତ୍ କାମ ପଇସା ଖର୍ଚ୍ଚ ହେବ |

ଏହାକୁ ପର୍ଶତୁତ କରିବା ଅପିଆଁ ପ୍ରଥମେ ପଣଙ୍କୁ ଏକ ପତ୍ରରେ କିଛି ପାଣି ନେଇ ତାକୁ ଗ୍ୟାସ ରେ ଗରମ୍ କରି ଦିଅନ୍ତୁ ଏବେ ଏଥିରେ ଆପଣ ଏକ ଚାମଚ୍ ଜିରା ପକାନ୍ତୁ ।ଏବେ ଆପଣ ଏଥିରେ ଅଳ୍ପ ଡାଲଚିନି ପକାନ୍ତୁ ଏହା ସାଧାରଣତଃ ଖାଦ୍ୟର ସ୍ଵାଦ ବଡ଼ାଇ ଥାଏ ବଦ ହଜମି ଦ୍ୱର ହୋଇ ଥିବା ଗ୍ୟାସ କୁ ଏହା କମ୍ କରିଥାଏ

ଏହାର କ୍ରଣ ହେଉଛି ଏଥିରେ ଏକ ସକ୍ରିୟ ଉପାଦାନ ରହି ଥାଏ ଯାହା ଆମକୁ ହଜମ କରିବାରେ ସହାୟତା କରି ଥାଏ ।ଏବେ ଏହାକୁ ଆପଣ କିଛି ସମୟ ଲୋ ଫ୍ଲେମରେ କିଛି ସମୟ ପାଇଁ ଫୁଟି ବାକୁ ରାକ୍ଷୀ ଦିଅନ୍ତୁ |

୫ମିନିଟ ପରେ ଆପଣ ଏହାକୁ ଓହ୍ଲାଇ ଏକ ପତ୍ରରେ କିଛି ସମୟ ଥଣ୍ଡା କରି ବାକୁ ଛାଡ଼ି ଦିଅନ୍ତୁ ଥଣ୍ଡା ହୋଇ ଗଲା ପରେ ଆପଣ ଏହାର ସେବନ କରନ୍ତୁ ଏହା ଆପଣଙ୍କ ଗ୍ୟାସର ସମସ୍ୟାକୁ ସବୁ ଦିନ ପାଇଁ ଶେଷ କରିଦେବ ।

Leave a Reply

Your email address will not be published. Required fields are marked *