2024 ଏପ୍ରିଲ 19 କାମଦା ଏକାଦଶୀ ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ୧ ଜିନିଷ ସବୁ ଦୁଃଖ ଦୂର ହେବ କେବେ ବି ରହିବ ନାହିଁ ଦାରିଦ୍ର୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଗୋ ମାତାକୁ କମଦା ଏକାଦଶୀ ଦିନ ଖୁଆଇ ଦେବେ ଆପଣଙ୍କ ସମସ୍ତ ଦେଖା କଷ୍ଟ ଶେଷ ହୋଇଯିବ ।ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ଆଜି ଅର୍ଥାତ୍ ୧୯ ଏପ୍ରିଲ ୨୦୨୪

ଯଦି ଆପଣ କାମଦା ଏକାଦଶୀ ଦିନ ଏହି ସବୁ କାର୍ଯ୍ୟ କରିଥାନ୍ତି ତାହେଲେ ଆପଣଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ , ଆସନ୍ତୁ ଜାଣିବା ସମସ୍ତ ଖବର ବିଷୟରେ । ଯଦି ଆପଣ ଗାଈର ସେବା କରୁଥାଆନ୍ତି ତାହେଲେ ଆପଣଙ୍କ ହଜାର ହଜାର ପାପ କ୍ଷୟ ହୋଇଥାଏ , ଯଦି ଆପଣ ପ୍ରତ୍ୟେକ ଦିନ ଗାଈର ସେବା କରିଥାନ୍ତି ତାହେଲେ ଆପଣଙ୍କୁ ସ୍ଵର୍ଗରେ ସ୍ଥାନ ମିଳିଥାଏ ।

ଆଉ ଯଦି ଆପଣ ଏକାଦଶୀ ବା କୌଣସି ଦିନ ହେଉନା କାହିଁ ଗାଈକୁ ଘରେ ପ୍ରସ୍ତୁତ ହେଉଥିବା ପ୍ରଥମ ପିଠା, ରୁଟି ଖାଦ୍ୟ ଜିନିଷ ଦେଇ ଗାଈର ପଦାକୁ ସୋର୍ସ କରିଥାନ୍ତି ତାହେଲେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଶେଷ ହୋଇଯାଏ ଓ ଆପଣଙ୍କ ସମସ୍ତ ପ୍ରକାର କାର୍ଯ୍ୟ ସଫଳ ହୋଇଥାଏ ।

Leave a Reply

Your email address will not be published. Required fields are marked *