ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର କଲେ ବଡ଼ ଘୋଷଣା ,ବଢ଼ିପାରେ School ଛୁଟିର ତାରିକ ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିନ 8.30 ବେଳକୁ ତାପମାତ୍ରା 32 ଡିଗ୍ରୀ ଡେଉଁଛି ଠିକ 10 ଟା ବେଳକୁ 40 ଡିଗ୍ରୀ ପାଖାପାଖି ହେଉଛି କେବଳ ତାତି ନୁହେଁ ଆଦ୍ରତା ବୃଦ୍ଧି ପାଇଁ ଅନୁଭୂତି 45 ଡିଗ୍ରୀ ପରି ଲାଗୁଚି ଏମିତି ଖରାରେ ସୁସ୍ଥ ସବଳ ଲୋକ ମଧ୍ୟ ଘାୟଲ ହୋଇ ଯାଉଛନ୍ତି |

ଗ୍ରୀଷ୍ମ ଲହରୀ ପାଇଁ ବୁଧବାର ଦିନ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତିନି ଦିନ ପାଇଁ ରାଜ୍ୟର ସମସ୍ତ ସରକାର ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଥିବା ସୂଚନା ରହିଛି |ସୂଚନା ଥାଉ କି ପୂର୍ବରୁ ଜାରି ହୋଇଥିବା ହଲି ଡେ ଲିଷ୍ଟରେ ଗ୍ରୀଷ୍ମ ଛୁଟି 06.05.2024 ଠାରୁ ଆରମ୍ଭ ହୋଇ 17.06 .2024 ପର୍ଯ୍ୟନ୍ତ ହେବାର ଥିଲା କିନ୍ତୁ ବର୍ତ୍ତମାନ ଯେଉଁ ଭଳି ଗ୍ରୀଷ୍ମ ପ୍ରବାହ ରହୁଛି |

ତାକୁ ଦୃଷ୍ଟିରେ ରଖି ତିନି ଦିନ ପାଇଁ ଖରା ଛୁଟି ଦିଆଯାଇଛି ଯଦି ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ ତେବେ ସ୍କୁଲ ଛୁଟି ଅବଧିକୁ ବୁଦ୍ଧି କରାଯାଇଛି |ତେବେ ଗଣଶିକ୍ଷା ବିଭାଗ ତରଫରୁ ଯାହା ଖବର ଆସିଥିଲା ଆପଣଙ୍କୁ ଆମେ ଜଣାଇଦେଲୁ ସମସ୍ତ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ଆପଣ ଏହି ଖବରଟିକୁ ସେୟାର କରିଦିଅନ୍ତୁ |

Leave a Reply

Your email address will not be published. Required fields are marked *