ମନ୍ଦିର ଯାଉଥିବା ଲୋକେ ପାଳନ କରନ୍ତୁ ଏହି ନିୟମ ନହେଲେ ସର୍ବନାଶ ହେବ ଜୀବନରେ ଅନେକ ଦୁଃଖ କଷ୍ଟ ଭୋଗୀ ପାରନ୍ତି

ଦର୍ଶକ ବନ୍ଧୁ ଆପଣମାନଙ୍କୁ କହିବାକୁ ଯାଉଛୁ ଏପରି ଏକ ଭୁଲ ବିଷୟରେ ଯାହାକୁ ଯଦି ଆପଣ ମନ୍ଦିରକୁ ଯିବା ସମୟରେ କରିଥାନ୍ତି ତାହେଲେ ଆପଣଙ୍କ ବର୍ଷକ ମଧ୍ୟରେ କ୍ଷତି ହେବାର ସମ୍ଭାବନା ଥାଏ କଣ ସେହି ଭୁଲ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ । ମନ୍ଦିରରେ ଯେତେବେଳେ ଅପମାନେ ଦେବା ଦେବୀଙ୍କ ଦର୍ଷନ କରିଥାନ୍ତି ଯଦି କୌଣସି ସମୟରେ ମନ୍ଦିର ବେଢ଼ାରେ ଆପଣ ବସି ଥାଆନ୍ତି ତେବେ ଦେବା ଦେବୀଙ୍କ ଆଡ଼କୁ ମୁଖ କରି ବସିବେ ନାହିଁ

ଅର୍ଥାତ୍ ଦେବା ଦେବୀଙ୍କ ସମ୍ମୁଖ କୁ ମୁହଁ କରି ବସିବେ ନାହିଁ ଯଦି ପ୍ରାର୍ଥନା କରିବାକୁ କେତେବେଳେ ମନ୍ଦିରରେ ବାସନ୍ତୀ ଉତ୍ତର ଦିଗକୁ ମୁଖ କରି ବସିବେ ଏହି ପରି ଭାବରେ ପ୍ରାର୍ଥନା କରିବା ଦ୍ୱାରା ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ସଫଳତା ସହିତ ପୂର୍ଣ୍ଣ ହୋଇଥାଏ

ଯଦି କୌଣସି ମନ୍ଦିରକୁ ବୁଲିବାକୁ ଯାଇଥାନ୍ତି ତେବେ ତାହା ସହିତ ଆଉ ଏକ କାର୍ଯ୍ୟ କରନ୍ତୁ ଖାଲି ଦେବ ଦେବୀଙ୍କ ଦର୍ଶନ କରି ଫେରନ୍ତୁ ନାହିଁ ତାହା ସହିତ ଆଉ ଏକ କାର୍ଯ୍ୟ କରନ୍ତୁ ମନ୍ଦିର ପରିକ୍ରମା ନିଶ୍ଚିନ୍ତ ରୂପରେ କରନ୍ତୁ

ଏହା କରିବା ଅତ୍ୟନ୍ତ ଶୁଭ ହୋଇଥାଏ ଯାହା ଫଳରେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ପ୍ରଭୁ ହାରି ଆପଣଙ୍କ ଜୀବନରେ ଖୁସିର ଲହଡ଼ି ଭରି ଦେଇଥାନ୍ତି ଓ କୌଣସି ଜିନିଷର ଅସୁବିଧା ଆପଣଙ୍କ ପରିବାରରେ ଦେଖିବାକୁ ମିଳି ନଥାଏ ।

Leave a Reply

Your email address will not be published. Required fields are marked *