ଶୁଭଦ୍ରା ଯୋଜନାରେ ଆସିଲା Apply Guidelines, ଦେଖନ୍ତୁ କ’ଣ ଏବଂ କେଉଁମାନେ କରିବେ |

ଆସିଗଲା ସୁଭଦ୍ରା ଯୋଜନା | କେମିତି ସୁଜିବେ କେମିତି ମିଳିବ ଆଉ କେଉଁମାନ ଙ୍କୁ ମିଳିବ ଅଶନ୍ତୁ ଜାଣିବା | ଆପଣ ଙ୍କର ବୟସ ଏକୌଷୀ ରୁ ଷାଠିଏ | ଷାଠିଏ ବର୍ଷା ରୁ କମ ହୋଥିବ | ଏଥିରେ ବର୍ଷ କୁ ଦୁଇଟି କିସ୍ତି ରେ ଟଙ୍କା ମିଳିବ | ଗୋଟିଏ ରଖି ପୁର୍ଣିମା ଅବସର ରେ |ଆଉ ଏବେ ମହିଳା ଦିବସରେ | ପ୍ରତି ମାସ ,ମର୍ଚ୍ଚ ୮ ତାରିଖରେ |ଆପଣ ଙ୍କୁ ପାଞ୍ଚ ବର୍ଷ ପ୍ରଯନ୍ତ |

ଆପଣ ଜାଣିଥିବେ ସୁଭଦ୍ରା ଯୋଜନାରେ ପଚାଶ ହଜାର ଟଙ୍କା ମିଳିବ କଥା | ବର୍ଷ କୁ ପାଞ୍ଚ ପାଞ୍ଚ ଦଶହଜାର ହେଲେ ୫ ବର୍ଷ କୁ ଦଶ ହଜାର ମିଳିବ |ଆମେ ଏହି ଟଙ୍କା କୁ ଡିଭିଟି ଆକାର ରେ ପାଇବା | ଯଦି ଆପଣ ଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ନାହିଁ ଯାଇ ଠାରେ ଚେକ କରିଦିଅନ୍ତୁ |ନହେଲେ ଆପଣ ଙ୍କ ଖାତାରେ ରେ ପୈଶା ଜମା ହେବନି |

ଆପଣ ଆପାଳୟ କେମିତି କରିବେ ସେପ୍ଟେମ୍ବର ମାସ ସତର ତାରିଖରେ ଅପଲାୟ ଆରମ୍ଭ ହେବ | ଆପଣ କରିବା ପାଇଁ ଜନ ସେବା କେନ୍ଦ୍ର କିମ୍ବା ଇଣ୍ଟର ନେଟ ର ସୁବିଥା ଥିବ ଏଠାରେ ଫୋରମ ଉପଲବ୍ଧ ହେଉଛି | ଏଥିରେ ଆପଣ ଙ୍କୁ ଏକ ଆଟିଏମ କାର୍ଡ ମିଳିବ ସାରକାର ଆପଣ ଙ୍କୁ ଯୋଉ ତାଙ୍କ ଦେବେ ସେ ଟଙ୍କା ପାଇଁ ଆପଣ ଙ୍କୁ ଆଟିଏମ କାର୍ଡ ମିଳିବ |

ଏହା ଦୂର ଆପଣ ଅପଲାୟ କଲେ ଯୋଉଥିରେ ଆପଣ ଟଙ୍କା ମିଳିଯିବ | ଏଥିରେ ଯୋଉ ମାନେ ଅଟିଏମ କାର୍ଡ ଦୂରା ଅଧିକ ଟ୍ରାଜେସନ କରିଥିଲେ ସେମାନେ ଙ୍କୁ ପାଞ୍ଚସହ ତାଙ୍କ ମିଳିବ |ପ୍ରତି ପଞ୍ଚାୟତରେ ଶହେ ଜଣ କୁ ମିଳିବ | କେଉଁମାନେ ଏଥିରେ ପାଇବେ ନାହିଁ ଆର୍ଥିକ ସୋଚନା ମହିଳା ସରକାରୀ ଚାକିରୀ କରିଥିବା ମହିଳା |

କୌଣସି ସରକାରୀ ଯୋଜନାରେ ମାସିକ ପନ୍ଦରସହ ଟଙ୍କା ଏହା ଦୂର | କୌଣସି ସାରକାରୀ ଯୋଜନାରେ ବରଷୀକା ଅଠରହଜାର ଟଙ୍କା କିମ୍ବା ତଦୁତ ସହାୟତା ପାଉଥିବା ମହିଳା ମାନେ ସୁଭଦ୍ରା ଯୋଜନା ରେ ସାମିଲୀ ହେବେ ନାହିଁ | ଯଦି ଆପଣ ସରକାରୀ ସୁବିଧା ସୁଯଗ ପାଉଥିବେ ତାହା ହେଲେ ସୁଭଦ୍ରା ଯୋଜନାରେ ସାମିଲୀ ହେବେ ନାହିଁ |

Leave a Reply

Your email address will not be published. Required fields are marked *