ନିଜ ଭକ୍ତକୁ କେମିତି ବଡ଼ ବିପଦରୁ ରକ୍ଷା କଲେ ମା ,ପ୍ରକୃତ ଘଟଣା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ମା ତାରିଣୀଙ୍କ ବିଷୟରେ ଏପରି କିଛି ରୋଚକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ନିଜ ମୁଣ୍ଡରେ ହାତ ଦେଇ ଦେବେ ! କଣ ସେହି ଖବର ଆସନ୍ତୁ ଜାଣିବା । ଦର୍ଶକବନ୍ଧୁ ଦିନେ ଜଣେ ମୂର୍ତ୍ତି କାରିଗର ମା ତାରିଣୀଙ୍କୁ ଦର୍ଶନ କରିବାକୁ ଇଛା ପ୍ରକାଶ କଲେ ଏହା ପରେ ସେ ଘରେ କାହାକୁ କିଛି ନକହି ସିଧା ବାହାରି ପଡ଼ିଲେ କେନ୍ଦୁଝର ମା ତାରିଣୀଙ୍କୁ ଦର୍ଶନ କରାଇବା ପାଇଁ ସେ ଖୁବ୍ ଉତ୍ସାହ ସହିତ ଆଦି ପହଞ୍ଚିଲେ |

ଘଟଗାଁରେ ଧିରେ ଧିରେ ସନ୍ଧ୍ୟା ହେବାକୁ ଲାଗିଲା ଓ ଆରମ୍ଭ ହେଲା ମାଙ୍କର ସନ୍ଧ୍ୟା ଆଳତି ମାଙ୍କୁ ଦେଖିବାକୁ କାରିଗର ଗହଳି ଭିତରେ ଆଗକୁ ବଢ଼ିଲେ ସେଠାରେ ପହଞ୍ଚିବା କିନ୍ତୁ ଖୁବ୍ କଷ୍ଟକର ଥିଲା ଶେଷରେ ସେ ଦର୍ଶନ କରି ମନ୍ଦିର ବାହାରକୁ ଆସିଲେ ସେ ମନ୍ଦିରରୁ ଦର୍ଶନ କରି ବାହାରକୁ ଆସିଲା ବେଳକୁ ରାତି ପାଖା ପାଖି ୧୨ ଟା ସେ କିପରି ଘରକୁ ଯିବ ଏ ସେହି କଥା ଭାବି ଭାବି କାରଣ ଗାଁକୁ ଫେରିବା ଶେଷ ବସ ଥିଲା ରାତି ୧୦ ଟା ବେଳର ପରେ ରାତିରେ ଆଉ ଘରକୁ ନଯାଇ ପାଖରେ ଥିବା ଏକ ପିଣ୍ଢାରେ ବସି ପଡିଲେ |

ମୂର୍ତ୍ତି କାର ଆଉ ଭାବିଲେ ସକାଳ ବସରେ ଘରକୁ ଫେରିଯିବେ କିନ୍ତୁ ସେ ବସୁ ବସୁ କେବେ ତାଙ୍କୁ ନିଦ ଲାଗି ଯାଇଥିଲା ସେ ନିଜେ ମଧ୍ୟ ଜାଣି ପାରିନଥିଲେ ସେ ନିଦରୁ ଉଠିଲା ବେଳକୁ ୧.୩୦ମିନିଟ୍ ଚାରି ଆଡେ଼ ଘୋର ଅନ୍ଧକାର ଚାରିଆଡ଼େ ଶୁନଶାନ୍ ପରିବେଶ ଠିକ୍ ସେହି ସମୟରେ କାରୀଗରଙ୍କୁ ଶୁଭିଲା |

ପାଉଁଜି ଶବ୍ଦ ସେ ଚମକି ପଡି ଉଠିକି ବସି ପଡିଲେ ଭାବିଲେ ବିଦେ ମାଙ୍କ ମନ୍ଦିର ଖୋଲା ଅଛି ଏହା ପରେ ଜୋରରେ ଶୁଭିଲା ଘୋଡାର ଦୌଡିବା ଶବ୍ଦ ସେ ତେବେଲକୁ ମୂର୍ତ୍ତି କାର ଭୟରେ ଥରିବାକୁ ଲାଗୁଥିଲେ ତାଙ୍କ ଗାମୁଛା ଘୋରି ହୋଇ ଶୋଇ ପଡିଲେ |

ତାପରେ ସେ ଉଠିକି ଦେଖିଲେ ଯେ ତାଙ୍କ ପାଖ ଦେଇ କେହି ଜଣେ ଘୋଡ଼ା ଉପରେ ବସିକି ଯାଉଛନ୍ତି ସେ ଦେଖିଲେ ଜଣେ ମହିଳା ହାତରେ ଖଣ୍ଡା ଧରି ମନ୍ଦିର ଆଡକୁ ଯାଉଥିଲେ ସେ ଦୃଶ୍ୟ ଦେଖିବା ପରେ ସେ ଜାଣି ସାରିଥିଲେ ଯେ ସେ ଆଉ କେହି ନୁହଁ ସେ ହୋଇଛନ୍ତି ମା ତାରିଣୀ ।

Leave a Reply

Your email address will not be published. Required fields are marked *