23 ବର୍ଷର ଗିଲ ଭାଙ୍ଗିଦେଲେ କୋହଲିଙ୍କ ରେକର୍ଡ Kohli ଙ୍କୁ ଲାଗିଥିଲା 26 ବର୍ଷ କିନ୍ତୁ ଶୁଭମନ କରିଦେଲେ ଏପରି କାମ

ଦର୍ଶକ ବନ୍ଧୁ କ୍ରିକେଟ୍ ଜଗତରୁ ଆସିଲା ବଡ଼ ଖବର କୋହିଲିଙ୍କୁ ଟପିଲେ ସୁମନ IPL ରେ କଲେ ବଡ଼ ରେକର୍ଡ ଆଉ ଏପରି ଏକ ରେକର୍ଡ କରିଛନ୍ତି ଯାହାକୁ ବିରାଟ କୋହିଲି ମଧ୍ୟ ଭାଙ୍ଗି ପାରିବେ ନାହିଁ ! କଣ ସେହି ରେକର୍ଡ କାହିଁ କି ଭାଙ୍ଗି ପାରିବେ ନାହିଁ ବିରାଟ ? ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ହଁ ଦର୍ଶକ ବନ୍ଧୁ GT ଟିମ୍ ର କ୍ୟାପଟେନ ସୁମନ IPL ଇତିହାସରେ ରଚି ଛନ୍ତି ନୂଆ କୀର୍ତ୍ତି ମାନ ଏପ୍ରିଲ ୧୦ ରେ ଖେଳା ଯାଇଥିବା ମ୍ୟାଚ୍ ରେ ଗଢିଛନ୍ତି ମାଇଲ ଖୁଣ୍ଟ |ସେ IPL ରେ ୩୦୦୦ ରନ୍ କ୍ଲବରେ ପହଞ୍ଚିବାର ସଫଳ ହୋଇଛନ୍ତି ଏହା ସହିତ ସେ ତାଙ୍କ ନାମ IPL ରେକର୍ଡ ବୁକରେ ପଞ୍ଜିକରଣ କରିଛନ୍ତି

ତେବେ ଏହି ରୋମାଞ୍ଚକର ମ୍ୟାଚ୍ ରେ ତିନି ୱିକେଟ୍ ହରାଇ ୧୯୯ ରନ୍ ରେ ଆଶ୍ଚର୍ଯ୍ୟ ଜଣକ ଭାବେ ଜାଣିଥିଲା ଗୁଜୁରାଟ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୩ ଟି ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା |ଯାହାକୁ ଗୁଜୁରାଟ ୭ ଟି ୱିକେଟ ହରାଇ ବିଜୟ ପତାକା ହାସଲ କରିଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟ କଳା ଭଳି କଥା ହେଉଛି ଏହି ମ୍ୟାଚ୍ ଜରିଆରେ ସୁମନ ୩୦୦୦ ରନ୍କରିବାର ବଡ଼ ସଫଳତା ହାସଲ କରିଛନ୍ତି ସେ ଏମିତି କୀର୍ତ୍ତି ମାନ ହାସଲ କରୁଛନ୍ତି ଯେ ପଛରେ ପଡ଼ି ଯାଇଛନ୍ତି ବିରାଟ ପୂର୍ବରୁ ଏହି ରେକର୍ଡ ର ଅଧିକାରୀ ଥିଲେ କୋହଲି ଯାହାକୁ ଏବେ ସୁମନ ହାସଲ କରିବାପରେ ସଫଳତା ପାଇଛନ୍ତି ।

Leave a Reply

Your email address will not be published. Required fields are marked *