ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର ,ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଲାଗିବ ଏହି ନିୟମ ,Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ବର୍ତ୍ତମାନ ଯାହାବି କିଛି ନୂଆ ସୂଚନା ମିଳିଛି ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଖାଇବା ଡ୍ରେସ ,ଲାପଟପ ,ବହି ଆଦି ପ୍ରଦାନ କରୁଛନ୍ତି |

ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି |ରାଜ୍ୟର ସମସ୍ତ ଘରୋଇ ଓ ଓଡ଼ିଆ ଅନୁଦାନ ପ୍ରାପ୍ତ ସମସ୍ତ ମାଧ୍ୟମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମାଗଣା ପୁସ୍ତକ ମିଳିବ |ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଏହି ସୁବିଧା ପାଇବେ ଏଥିପାଇଁ ସରକାରୀ ସ୍କୁଲରେ ନାମ ଲେଖାଉଥିବା ବା ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ତାଲିକା ପ୍ରଦାନ କରାଯାଇଛି |

ଏଠି ସହ ଓଡ଼ିଆ ମାଧ୍ୟମିକ ସ୍କୁଲରେ ଶିକ୍ଷାଦାନ କରୁଥିବା ଘରୋଇ କରୁଥିବା ଘରୋଇ ସ୍କୁଲରେ ଛାତ୍ର ଛାତ୍ରୀଙ୍କର ଏକ ତାଲିକା ଦେବା ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍କୁଲକୁ ମଗାଯାଇଛି |ଏନେଇ ଓଡିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡିଇଓ ବ୍ଲକ ଶିକ୍ଷାଧିକାରୀ ବିଓଙ୍କୁ ପତ୍ର ଲେଖାଯାଇଛି

Leave a Reply

Your email address will not be published. Required fields are marked *