ମାଡ଼ି ଆସୁଛି ବନ୍ୟା ସହିତ ବାତ୍ୟା ଭୟ ଓଡ଼ିଶା ମୁହାଁ ହେଉଛି ବାତ୍ୟା ଅଗଷ୍ଟ ମାସରେରେ ହୋଇପାରେ ବାତ୍ୟା ଆଜି ରାତିସାରା ରୁହନ୍ତୁ ସାବଧାନ ଆସିପାରେ ବନ୍ୟା ପାଣି ସବୁନଦିରେ ପାନିଁପଢ଼ିଛି ହେଲେ ବର୍ଷା ସେହି ପରି ଭାବରେ ବରଷି ଚାଲିଛି ହୀରାକୁଦ ଜଳଭଣ୍ଡାରେ ଆଉ ଅଳ୍ପ ଗେଟ୍ ଖୋଲିଲେ ସୃଷ୍ଟି ହେବ ମହା ପ୍ରଳୟ ।
ଏବେ ଏବେ ଖବର ସାମ୍ନାକୁ ଆସିଛି ଯେଉଁଥିରେ ପାଣିପାଗ ବିଜ୍ଞାନୀ ମାନେ କହିଛନ୍ତି ଯେ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଆଉ ଏକ ଘର୍ଣିବଳୟ ସେଥି ପାଇଁ ସତର୍କ ହୋଇରୌହନ୍ତି ବିଶେଷ ଭାବରେ ନଦୀ କୂଳିଆ ଲୋକ ମାନେ ସାବଧାନ ରୁହନ୍ତୁ କାରଣ ରତିଭିତରେ ଆସିପାରେ ବନ୍ୟା ପାଣି ବୁଡ଼ିପାରେ ଘର ଦ୍ଵାରା ।
ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହିତ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଜରିରହିଛି ବର୍ଷା କେଉଁ ଝିପ୍ ଝିପି ବର୍ଷା ତ ଆଉ କୋଉଠି ବହୁତ୍ ଜୋରରେ ହେଉଛି ବର୍ଷା ମେଘୁଆ ପାଗ ସହିତ ପାଖକୁ ପାଖା ଲାଗିରହିଛି ବର୍ଷା ଆଉରି ପାଞ୍ଚଟି ଜିଲ୍ଲାରେ ପ୍ରବଳରୁ ଅତିପ୍ର ଅଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଇଛନ୍ତି ।
ପାଣିପାଗ ବିଜ୍ଞାନୀ ମାନେ ସେହି ଜିଲ୍ଲା ଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, କଟକ, ବାଲେଶ୍ଵର ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଥି ପାଇଁ ସାବଧାନ ରୁହନ୍ତି ପାଣି କୌଣସି ବିସମୟରେ ନଦୀକୂଳିଆ ଲୋକଙ୍କ ଘରେ ପଶିବାର ସମ୍ଭାବନା ରହିଛି ଆହୁରି କିଛି ଜିଲ୍ଲାକୁ ଅଳ୍ପ ମଟରରେ ବର୍ଷା ହେବାର ସମ୍ଭାବନା ରହିଛି ଶେଷଯାଏ ପଢିବାରୁ ଧନ୍ୟବାଦ୍।