ସେପ୍ଟେମ୍ବର ୧୦ ପରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସେପର୍ଯ୍ୟନ୍ତ ଜାରି ରହିବ୍ ବିଏସକେୟାଇ କାର୍ଡ | ଆପଣମାନେ ଜାଣିଥିବେ ଏବେ ରାଜ୍ୟ ବଜେଟ ରେ ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝି ବଡ ଘୋଷଣା କରିଛନ୍ତି ରାଜ୍ୟ ରେ ବନ୍ଦ ହେବ ବିଏସକେୟାଇ କାର୍ଡ ତା ବଦଳରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା |
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେସ ମହଲିଙ୍ଗ ମଧ୍ୟ ସୂଚନା ଦେଇଛନ୍ତି | ବଜେଟ ଆପ୍ରୂଭଲ ପାସ ହେବ ପରେ ହିଁ ନୁଆ କାର୍ଡ ଆରମ୍ଭ ହେବ ଏହା ସହ ବଦଳିଯିବ ବିଏସକେୱାଇ କାର୍ଡ ର ରୂପରେଖ ସେପର୍ଯ୍ୟନ୍ତ ଚାଲୁରହିଛି | ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ମଧ୍ୟ ମିଳିବ | ସେପ୍ଟେମ୍ବର ୧୦ ଆପ୍ରପେସନ ବିଲ ପାସ ହେବ ଏବଂ ପର୍ଯ୍ୟାୟ କ୍ରମେ ଏହି ଯୋଜନା ଆରମ୍ଭ ହେବ |
ଯେଉଁ ମାନଙ୍କ ର ବିଏସକେ୍ୱାଇ କାର୍ଡ ରହିଛି | ସେମାନେ ମଧ୍ୟ ପାଇପାରିବେ ଏହି କାର୍ଡ ଆଉ ଯେଉଁ ମାନଙ୍କ ର ରାସନକାର୍ଡ ଅଛି ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ରୁ ବଂଚିତ ଥିଲେ ସେମାନେ ଏହି କାର୍ଡ ମଧ୍ୟ ପାଇପାରିବେ | ଏହା ସେପ୍ଟେମ୍ବର ୧୦ ମଧ୍ୟ ପରେ ଅନଲାଇନ ରେ ମଧ୍ୟ ଆବେଦନ କରିପାରିବେ | ଏହା ପୁରୁଷ ଙ୍କ କ୍ଷେତ୍ରରେ ୫ ଲକ୍ଷ ଏବଂ ମହିଳା ମାନଙ୍କ କ୍ଷେତ୍ର ରେ ୧୦ ଲକ୍ଷ ସାହାୟତା ପାଇପାରିବେ |