August 1ରୁ ବଦଳିବ 5ଟି ନିୟମ, ଜାଣିରଖନ୍ତୁ ନଚେତେ ହଇରାଣରେ ପଡ଼ି ପାରନ୍ତି |

ଅଗଷ୍ଟ ୧ରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟର ପରିବର୍ତନ ହୋଇପାରେ | ବାସ୍ତବରେ, ପ୍ରତ୍ୟୋକ ମାସ ଆରମ୍ଭ ପୃର୍ବରୁ ତୌଳ କମ୍ପାନୀଗୁଡିକ ଦ୍ଵାରା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶଧିତ ହୁଏ,ଯାହା ପାରେ ନୂତନ ହାରା ହୋଇଥାଏ | ଜୁଲାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ କଟାଯାଇଥିଲ | ଏଥର ମଧ୍ୟ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଛି |

ଜୁଲାଇରେ ଲେଟ ପ୍ରେମଣ୍ଟକୁ ନେଇ କ୍ରେଡିଟ କ୍ରାର୍ଡରୁ ବିଦ୍ୟୁତ ବିଲ ଭଡା ଏବଂ ଅନ୍ୟାନ୍ୟ ୟୁଟିଲିଟି କାରବାର ପାଇଁ ନିୟମରେ ପାରିବତ୍ତନ ଆସିଥିଲା | ନିୟମ ଅନୁଯାୟୀ, କଲେଜ କିମ୍ବା ବିଦ୍ୟାଳୟ ଓ଼ପ୍ସାଇଡଟ ମାଧ୍ୟ୍ୟମରେ ସିଧାସଳଖ ଦେୟ ଦେବାପାଇଁ କୌଣସି ଚାଜ ନାହିଁ | ଯଦି ଆପଣ ମୋବାଲିକିକ ସିଆରଡି ତୃତୀୟ ପକ୍ଷ ଆପ୍ ବ୍ୟବହାର କରି ପ୍ରେମଣ୍ଟ କରନ୍ତି ତେବେ ଆପଣଙ୍କୁ ୧ ପତିଷଧ ଚାଜ ଦେବାକୁ ପଡିବ |

କାରବାର ପ୍ରତି ସିମା ହେଉଚି ୩୦୦୦ ଟଙ୍କା | ୩. ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ ନିୟମ ୧ ଅଗଷ୍ଟ ୨୦୨୪ ରୁ ଏଚଡିଏଫସି ବ୍ୟାଙ୍କ ଦ୍ଵାରା ଟାଟା ନ୍ୟୁ ଇନଫିନିଟି ଏବଂ ଟାଟା ନ୍ୟୁ ପ୍ଲସ କ୍ରେଡିଟ କାର୍ଡ ରେ ପରିବର୍ତନ କରାଯିବ | ଏହି କାର୍ଡ ଧାରି ମାନେ ଟାଟା ନ୍ୟୁ ୟୁପିଆଇ ଆଇଡି ବ୍ୟବହାର କରି କାରବାର ଉପରେ ୧.୫% ନୂତନ କଏନ ପାଇବେ |

ବିଳମ୍ବ ଦ୍ୱୟରୁ ରକ୍ଷା ପାଇବା ପାଇଁ ସହଜ କିସ୍ତି ମଧ୍ୟ ଉପଲପଧ | ତେବେ ଏଥିପାଇଁ ୨୯୯ ପଯ୍ୟନ୍ତ ଇଏମାଇ ପ୍ରୋସେସିଂ ଚାଜ ଦେବାକୁ ପଢିବ | ଏଚଡିଏଫସି ବ୍ୟାଙ୍କ ଅନୁଯାୟି ଏହି ଚାଜ ଜିଏଷ୍ଟି ଅଧୀନରେ ଅଛି | ଜଦି ଆପଣ ଏହି ବ୍ୟାଙ୍କରୁ ତୃତୀୟ ପକ୍ଷ୍ୟ ପ୍ରେମଣ୍ଟ ଆପ୍ପ ମାଧ୍ୟମରେ ପ୍ରେମଣ୍ଟ କରନ୍ତି, ତେବେ ଆପଣ ଙ୍କୁ ପ୍ରତି କାରବାର ପାଇଁ ୧ ପତିସତ ଚାଜ ଦେବାକୁ ପଡିବ?

Leave a Reply

Your email address will not be published. Required fields are marked *