ନୂଆ CMଙ୍କ ନୂଆ ଯୋଜନା, ଖୁବ ଶୀଘ୍ର ମିଳିବାକୁ ଯାଉଛି ଏହି ଯୋଜନାରେ ଟଙ୍କା, ଦେଖନ୍ତୁ କେମିତି କରିବେ ଆବେଦନ |

କାଳିଆ ଯୋଜନାର ନାମ ବାଲିଗଲା ହେଇଗଲା ସିଏମ କିସାନ ଯୋଜନା | ତେବେ ଏଥିରେ ପାଇପାରିବେ ପାଞ୍ଚ ହଜାର ଟଙ୍କା | କେବେ ଠାରୁ ଅପିଲାଏ କରିବେ କଣ ରହିଛି ଅପଡେଟ ଯାହା ବିଷୟରେ ଆପଣଙ୍କୁ ଜଣାଇବି ଜୁଲାଇ ମାସର 25 ତାରିଖରେ ବସିଥିଲା ରାଜ୍ୟ ବଜେଟ | ଆଉ ରାଜ୍ୟ ବଜେଟରେ ବଣ୍ଡ ସଦ୍ଧାନ୍ତ ଉପରୁ ବହୁତ ଗୁଡ଼ାଏ ଘୋଷଣା ରହିଛି | ବହୁତ ଗୁଡ଼ାଏ ଯୋଜନାର ନାମ ମଧ୍ୟ ପରିବର୍ତନ ହୋଇଛି |

ଯେମିକି ବି ଏସ କେ କାର୍ଡ ବଦଳରେ ଗୋପବନ୍ଧୁ ଜବା ଆରୋଗ୍ୟ ଯୋଜନା , ଆହାର ଯୋଜନା ବଦଳରେ ଶ୍ରୀଅର୍ଣ୍ଣ ଯୋଜନା ଏବଂ କାଳିଆ ଯୋଜନା ହୋଇଗଲା ସି ଏମ କିସାନ ଯୋଜନା | ଏଥିରେ ଆପଣମାନେ ପାଞ୍ଚ ହଜାର ଟଙ୍କା ପାଇବେ ,କେବେଠାରୁ ଆପଲାଏ ହେବ ? ଅପଣମାନେ ଭାବୁଥିବେ ସି ଏମ କିସାନ ଯୋଜନାରେ ଅପିଲାଏ କରିବାକୁ ହେଲେ ଡକୁମେଣ୍ଟ କଣ ଦରକାର |

ଆପଣକଂର ଆଧାରକାଡ ,ବ୍ୟାଙ୍କ ଆକାଉଣ୍ଟ ଏହିଁ ଦୁଇଟା ନିହାତି ଭାବରେ ଆବଶ୍ୟକ ଏବଂ ଖଟିଆନ ନିଜ ନାମରେ ଥିବ ବା ଜମିଜମା ଥିବ ସେମାନେ ହିଁ ଆପଲାଏ କରିପାରିବେ | ଏମିତି ନୁହେ କି ଗୋଟିଏ ଖତିଆନ କୁ ଦୁଇଜଣ ବୁଆବାହାର କରିପାରିବେ ନାହିଁ | ତେବେ ଜାଣି ରଖନ୍ତୁ ଏହି ଯୋଜନା ଏବେ ଆସିଲା ଖୁବ ସିଂହର ଏଥିରେ ଆବେଦନ ପକ୍ରିୟା ଆସିଯିବ ସେଠି ପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ |

Leave a Reply

Your email address will not be published. Required fields are marked *