ଭାରତରେ ଏହି ଦରରେ ବିକ୍ରି ହୋଇଥାଏ ପେଟ୍ରୋଲ, ଏହାର ପ୍ରକୃତ ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ବାଇକ ଚାଳକ ମାନେ ଜାଣିରଖନ୍ତୁ

ପେଟ୍ରୋଲ ମାହାଙ୍ଗା ହେବାର ରହିଛି କାରଣ। ଡିଲର ମାନେ ଅଧା ମୂଲ୍ୟରେ ପାଆନ୍ତି ପେଟ୍ରୋଲ ଲୋକ ପାଖକୁ ଆସିଲା ବେଳକୁ ବଢିଯାଏ ଦର।କିନ୍ତୁ ଆପଣ ଜାଣିଛନ୍ତି କି ପେଟ୍ରୋଲ ଏବଂ ଡିଜେଲ ଉପରେ ଡ଼ିଲର କେତେ କମିଶନ ପାଆନ୍ତି।ତେବେ ଆସନ୍ତୁ ଜାଣିବା ୧କିଲୋ ପେଟ୍ରୋଲ ରେ କେତେ କମିଶନ ପାଆନ୍ତି ଡିଲର।ଭାରତ ସମିତ ଏବଂ ସାରା ବିଶ୍ୟରେ ପେଟ୍ରୋଲ ଏବଂ ଡିଜେଲର ଆବଶ୍ୟକ ରହିଛି। କାରଣ ପେଟ୍ରୋଲ ଏବଂ ଡିଜେଲ ବିନା ବାହାନ ଚାଲି ପାରିନି।

ଆପଣ କେବେ ଚିନ୍ତା କରିଛନ୍ତି କି ପେଟ୍ରୋଲ ଏବଂ ଡିଜେଲର ଦର କାହିଁକି ବଢିଯାଏ ଏବଂ ୧ଲିଟର ପେଟ୍ରୋଲ ଉପରେ ଜଣେ ଡିଲର କେବେବି ରୋଜଗାର କରନ୍ତି ନାହିଁ। ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ହୋଇଛି ଉଦ୍ଧାରଣ ସ୍ୱରୂପ ହେଉଛି ଜୁଲାଇ ୧୫ ରେ ଯଦି ୮୦ ଲିଟର ତୈଳ ମୂଲ୍ୟ ଯଦି ଡାରେଳ ପିଛା ଯଦି ୮୬.୧୪ ଆମେରିକାନ ଡଲାର ଅଟେ ତେବେ ଗୋଟେ ଡ଼ାରେଳ ରେ ତେବେ ୧୬୮ ଲିଟରର ତେଲ ଅଛି।

ବର୍ତ୍ତମାନ ବଜାରରେ ଆମେରିକାନ ଡଲାରର ମୂଲ୍ୟ ୭୩.୭୦ ଟଙ୍କା। ତେବେ ଗୋଟେ ଲିଟର ଅସଲି ତେଲର ମୂଲ୍ୟ ୪୮.୯୨ଟଙ୍କା।ଭାରତ ଆସିବା ପରେ ଏହି ତୈଳ ବିଶୋଧର ହୋଇଥାଏ। ବିଶୋଧର ତୈଳ ଡିଲରକୁ ଦିଆଯାଉ ଏ ବର୍ତ୍ତମାନ ବିଶୋଧର ତୈଳର ମୂଲ୍ୟ ୪୨ ଟଙ୍କା। ପ୍ରତି ଲିଟର ରେ ୬୦୦ଟଙ୍କା କମିଶନ ଦିଆଯାଏ। ସରକାର ଚାହିଁଲେ କମିଶନ ଗୁଡ଼ିକ ପରିବର୍ତନ କରିପାରନ୍ତି।

ସୂଚନା ଅନୁସାରେ ଡିଲର ମାନଙ୍କୁ ବର୍ତମାନ ଲିଟର ପିଛା 2 % କମିଶନ ଦିଆଯାଉଛି। ପେଟ୍ରୋଲ ଉପରେ ଲିଟର ପିଛା ୨.୯୦ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧.୮୦ଟଙ୍କା ଦିଆଯାଉଛି। ଏହା ପରେ କେନ୍ଦ୍ର ସରକାର ପେଟ୍ରୋଲ ମୂଲ୍ୟ ଉପରେ xy ଲାଗୁ କରିଛନ୍ତି। ସରକାର ପରିବର୍ତନ ଉପରେ ଜରିରଖିଛନ୍ତି। ଯେଉଁ ପେଟ୍ରୋଲ ପାଇଁ ଆପଣ ୧୦୦ଟଙ୍କା ଦିଅନ୍ତି ଭାରତରେ ଏହା ଅଧା ମୂଲ୍ୟରୁ ବି କମ୍ ମୂଲ୍ୟ ରେ ଆସିଥାଏ।

Leave a Reply

Your email address will not be published. Required fields are marked *