ଏବେ ଏବେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ସୁଭଦ୍ରା ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଓ ଆପଣ କିପରି ସୁଭଦ୍ରା ଯୋଜନା ଥାକେଇରୁ ବଞ୍ଚିବେ ସେ ବିଷୟରେ ମଧ୍ୟ କହିବୁ। ଦୀର୍ଘ ୨୫ବର୍ଷ ପରେ ବଦଳିଲା ଓଡ଼ିଶା ସରକାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମୋହନ ଚରଣ ମାଝି ।
ମୁଖ୍ୟମନ୍ତ୍ରୀ ଭାବରେ କ୍ୟାବିନେଟରେ ବଡ଼ ଘୋଷଣା କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପାଇଁ ବଡ଼ ଘୋଷଣା ରହିଛି ତାହା ହେଉଛି ଆଗାମୀ ୧୦୦ଦିନ ଭିତରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ।ନିର୍ବାଚନ ପୂର୍ବରୁ ବିଜେପି ତାର ନିର୍ବାଚନୀ ଇସ୍ତାହାର ରେ ଘୋଷଣା କରିଥିଲା ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ ହେବ ।
ଶେଷରେ ତାହା ହିଁ ହେବାକୁ ଯାଉଛି ଆଗାମୀ ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍ତି । ଓଡ଼ିଶାରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ପ୍ରତି ମହିଳାଙ୍କୁ ପଚାଶ ହଜାର ଟଙ୍କାର ଭାଉଚ୍ଚର ମିଳିବାକୁ ଯାଉଛି ।
ଦୁଇବର୍ଷ ଭିତରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ ଏହି ସୁଭଦ୍ରା ଯୋଜନାରେ ଆବେଦନ ଅନଲାଇନ୍ ଏବଂ ଅ ଫ୍ଲାଇନ ମାଧ୍ୟମରେ ହୋଇ ପାରିବ । ବିବାହିତ ମହିଳା ମାନେ ନଗଦ ପୁରସ୍କାର ରାଶି ପାଇପାରିବେ ଏହି ଯୋଜନାରେ ଆବେଦନ କରିବା ପାଇଁ ଆଧାର କାର୍ଡ,ପ୍ୟାନ କାର୍ଡ ଏବଂ ବ୍ୟାଙ୍କ ପାସ ବୁକ ,ଇନକମ ସାର୍ଟି ଫିକେଟ ଆବଶ୍ୟକ ହେବ ।
ଆସନ୍ତୁ ଜାଣିବା ଆପଣ ଠକେଇ ଠାରୁ କିପରି ଭାବରେ ବଂଚିବେ ଆପଣ କୌଣସି ବିଶ୍ଵସ୍ତ ବା ଜଣା ଶୁଣା ଲୋକଙ୍କୁ ଆପଣଙ୍କ ଆବେଦନ କରିବାକୁ କାଗଜ ପତ୍ର ଦିଅନ୍ତୁ ଓ କୌଣସି ବି ଓଟିପି ବା ପାସ୍ ୱାର୍ଡ ଦିଅନ୍ତୁ ନାହିଁ।