ଏବେ ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସିଲା ଏକ ବଡ ଖବର ତେବେ ବର୍ତମାନ ଯାହା ସୂଚନା ମିଳିଛି ଜୁନ 1 ତାରିଖରୁ ପ୍ରବଳ ବର୍ଷାକୁ ନେଇ 11 ଜିଲ୍ଲାକୁ ୱେଲୋର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ସେଥିପାଇଁ ଆପଣମାନେ ସତର୍କ ରୁହନ୍ତୁ ଆଉ ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛିକି ଦେଖନ୍ତୁ |
ତେବେ ବର୍ତମାନ ଯାହା ସୂଚନା ମିଳିଛି ଆଜିଠାରୁ ରାଜ୍ୟରେ ଦୁଇଦିନ ପ୍ରବଳ ବର୍ଷା ରହିବ | ବଙ୍ଗପ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ଅଜିପାଇଁ 9ଜିଲ୍ଲାକୁ ୱେଲୋର୍ଣ୍ଣିଙ୍ଗ କରିଛି କେନ୍ଦୁଝର, ମୟରଭଞ୍ଜ ଓ ସୁନ୍ଦରଗଡ଼ ଜଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ |
ଲଘୁଚାପ ପ୍ରଭାବରେ ସମୁନ୍ଦ୍ର ମଧ୍ୟ ଆସନ୍ତା ରହିବ ତିନିଦିନ ପର୍ଯ୍ୟନ୍ତ ସମୁଦ୍ର ଗଭୀରକୁ ନଯିବାକୁ ମସ୍ୟ ଯିବି ମାନଙ୍କୁ ପରାମର୍ଶ ଦିଆଯାଇଛି | ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ତିନି ଜିଲ୍ଲା ଜଗସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାକୁ ୱେଲୋର୍ଣ୍ଣିଙ୍ଗ ଜାରି କରାଯଛି |
ଓଡ଼ିଶାର କିଛି କିଛି ଜିଲ୍ଲାର 12ରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ସେହି ପରି ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ଅନୁଗୁଳ, ଢେ଼ଙ୍କନାଳ ଜିଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି |
ଅନ୍ୟପଟେ 30 ତାରିଖ ବା ଆଜି ପାଇଁ ୱେଲୋର୍ଣ୍ଣିଙ୍ଗ ଜାରିକାରାଯାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି |