ମୃ-ତ୍ୟୁ ପୂର୍ବରୁ ମିଳିଥାଏ ଏହି ସବୁ ଭୟଙ୍କର ସଙ୍କେତ ,ସବୁ ମନୁଷ୍ୟ ମାନେ ଜାଣିବା ଉଚିତ ବିଶ୍ୱାସ ହେଉନଥିଲେ ଦେଖନ୍ତୁ

ଜୀବନରେ କିଛି ନିଶ୍ଚିନ୍ତ ଅଟେତ ତାହା ହେଉଛି ଆମର ମୃ-ତ୍ୟୁ । ଅର୍ଥାତ ଯିଏ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ପୃଥିବୀ ଲୋକ ଛାଡିକି ଯିବାକୁ ହେବ । କିନ୍ତୁ ସବୁଠୁ ବଡ ବିଡମ୍ବନା ଏହା ଅଟେକି ମଣିଷ ଏହି ସତ୍ୟକୁ ଜୀବନସାର ସ୍ଵୀକାର କରିନଥାଏ । ଆଉ ଏହା ଭବିଥଏକି ମୃ-ତ୍ୟୁ କୌଣସି ନା କୌଣସି ଦିନ ଅକସ୍ମାତ ଆସିବ । କିନ୍ତୁ ଏହା ସତ୍ୟ ନୁହେଁ କାହିଁକି ନା ହିନ୍ଦୁ ପୁରାଣରେ ଏହି କଥାର ଉଲେଖ ମିଳିଥାଏକି କୌଣସି ମନୁଷ୍ୟର ମୃ-ତ୍ୟୁ ଆଶିବ ପୂର୍ବରୁ ତାକୁ ଲକ୍ଷଣ ଦେଖାଯିବାକୁ ଲାଗିଥାଏ । କିନ୍ତୁ ଅଜ୍ଞାନତା କାରଣରୁ ମଣିଷ ଏହାକୁ ବୁଝି ପାରିନଥାଏ ।

ଶିବ ପୁରାଣରେ ମୃ-ତ୍ୟୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ କହିବୁ । ଶିବ ପୁରାଣରେ ମହାଦେବ ମାତା ପାର୍ବତୀଙ୍କୁ ମୃ-ତ୍ୟୁ ପୂର୍ବର କିଛି କଥା କହିଛନ୍ତି । ଏହି ସଙ୍କେତକୁ ବୁଝିକାରୀ ଜାଣି ହେବଜେ କେଉଁ ବ୍ଯକ୍ତିର ମୃ-ତ୍ୟୁ କେତେ ସମୟରେ ହୋଇଯିବ । ଶିବ ପୂରଣ ଅନୁସାରେ ମାତା ପାର୍ବତୀଙ୍କ ପ୍ରଶ୍ନର ଉତ୍ତର ଦେଇ ଭଗବାନ ଶିବ କହିଥିଲେକି ଯଦି ହଠାତ କୌଣସି ମନୁଷ୍ୟର ଦେହ ସବୁଆଡୁ ଧଳା କିମ୍ବା ହଳଦିଆ ପଡିଯାଏ ଏବଂ ଉପରୁ କିଛି ଲାଲ ଦେଖାଯାଇଥାଏ । ତେବେ ମନୁଷ୍ୟକୁ ଏହା ବୁଝିବାକୁ ପଡିବକୀ ସେହି ମନୁଷ୍ୟର ମୃ-ତ୍ୟୁ ଛଅ ମାସ ଭିତରେ ହୋଇଯିବ ।

ଏହାଛଡା ଭଗବାନ ଶିବ ଏହା ମଧ୍ୟ କହିଛନ୍ତିକି ଯେଉଁ ମନୁଷ୍ୟକୁ ଗ୍ରହର ଦର୍ଶନ ହୋଇକାରୀ ମଧ୍ୟ ଦଶା ମାନଙ୍କର ଜ୍ଞାନ ନଥାଏ ଓ ମନରେ ଅଧିକ ଚିନ୍ତା ଆଶିବକୁ ଲାଗିଥାଏ ତେବେ ସେହି ମନୁଷ୍ୟର ମୃ-ତ୍ୟୁ ଛଅ ମାସ ଭିତରେ ହୋଇଯାଇଥାଏ । ଯେଉଁ ମନୁଷ୍ୟକୁ ହଠାତ ନୀଳ ମାଛି ଆସି ଘେରି ଯାଆନ୍ତି ତାର ମୃ-ତ୍ୟୁ 1 ମାସ ମଧ୍ୟ ହୋଇଯାଇଥାଏ । ଶିବା ପୁରାଣରେ ଭଗବାନ ଶିବ କହିଛନ୍ତିକି ଯେଉଁ ମନୁଷ୍ୟର ମୁଣ୍ଡ ଉପରେ ଶାଗୁଣା, କାଉ, ଅଥବା ପରା ଆସିକାରୀ ବସିଥାଏ ସେ ଏକ ମାସ ଭିତରେ ହିଁ ମରିଯାଇଥାଏ ।

ସେହି ପରି ଯେଉଁ ମଣିଷର କାନ, ମୁହଁ , ଆଖି,ଜିଭ ଠିକସେ କାମ ନକରେ ତାର ମୃ-ତ୍ୟୁ ଛଅ ମାସ ଭିତରେ ହୋଇଯାଇଥାଏ । ଯେଉଁ ମଣିଷକୁ ସୂର୍ଯ୍ୟ ବା ଚନ୍ଦ୍ରମାର ଆଖପାଖରେ ଚମକୁ ଥିବା ବଳୟ କଳା ବା ଲାଲ ଦେଖାଯିବାକୁ ଲାଗିଥାଏ ତେବେ ସେହି ମନୁଷ୍ୟର ମୃ-ତ୍ୟୁ ପନ୍ଦର ଦିନ ଭିତରେ ହୋଇଯାଇଥାଏ । ଯଦି କେଉଁ ମଣିଷର ମୁହଁ କି କଣ୍ଠ ବାରମ୍ବାର ଶୁଖିବାକୁ ଲାଗିଥାଏ

ତେବେ ସେହି ବ୍ଯକ୍ତିର ଛଅ ମାସ ଭିତରେ ମୃ-ତ୍ୟୁ ହୋଇଥାଏ । ଯେବେ କୌଣସି ବ୍ୟକ୍ତିକୁ ଜଳ, ତେଲ, ଝିଅ, ଆଇନା ରେ ଯଦି ନିଜର ମୁହଁ ଦେଖା ଯାଇନଥାଏ ତେବେ ବୁଝିବାକୁ ପଡିବଯେ ତାର ଆୟୁ ଛଅ ମାସରୁ ଅଧିକ ନୁହେଁ । ଯଦି ଜଣେ ମନୁଷ୍ୟ ନିଜର ଛାଇକୁ ଦେଖିପାରେ ନହିଁ ଅଥବା ତାର ଛାଇ ପଡିନଥାଏ । ତେବେ ସେହି ବ୍ୟକ୍ତି ୧ମାସ ଜୀବିତ ରହିନଥାଏ ।

Leave a Reply

Your email address will not be published. Required fields are marked *