ଦାନା ବାନ୍ଧିଲାଣି ଲଘୁଚାପ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ,ଆସନ୍ତା କାଲି ଠାରୁ ଘଡ଼ଘଡ଼ି ସାଙ୍ଗକୁ ବଢିପାରେ ପବନର ବେଗ

ନମସ୍କାର ଦର୍ଶକବନ୍ଧୁ ଆସୁଛି ଆଉ ଏକ ଲଘୁଚାପ ଓଡ଼ିଶାରେ ପଡିବ ଲଘୁଚାପର ପ୍ରଭାବ ବଙ୍ଗୋପ ସାଗରରେ ଦାନ ବାନ୍ଧିଲାଣି ଲଘୁଚାପ । ଆଗାମୀ ୨ଦିନ ପରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା । ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଅପଡେଟ ତେବେ ବିଳମ୍ବିତ ମୌସୁମୀ ପାଇଁ ରାଜ୍ୟରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଲାଣି ଯାହା ବି ବର୍ଷା ହୋଇଛି, ତାହା ଚାଷ ପାଇଁ ଯଥେଷ୍ଟ ନୁହେଁ। ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ, ଜୁନ ୧ରୁ ୨୪ ତାରିଖ ମଧ୍ୟରେ ରାଜ୍ୟରେ ୪୧% କମ୍ ବର୍ଷା ହୋଇଛି।

ବଲାଙ୍ଗୀରରେ ୬୨% କମ୍ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଛି। ଚଳିତ ମାସର ୧୦ ଦିନ ବର୍ଷା ଶୂନ୍ୟ ହୋଇଛି । ବାକି ଦିନରେ ଖଣ୍ଡ ବର୍ଷା ହୋଇଛି। ଫଳରେ ମାଟି ମଧ୍ୟ ଓଦା ହୋଇ ପାରିନଥିବା ଚାଷୀମାନେ। ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଖରିଫ-୨୪ରେ ଆଂଶିକ ଏବଂ ୨୦୨୫ ସମ୍ପୂର୍ଣ୍ଣ ଜଳସେଚନର ଲାଭ ମିଳିବ ବୋଲି କୁହାଯାଇଥିଲା।

କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୨୭୨୩ କୋଟିର ଏହି ପ୍ରକଳ୍ପ ଅନୁପଯୋଗୀ୪ ଜିଲ୍ଲାରେ ୬୦%ରୁ କମ ବର୍ଷା ବଲାଙ୍ଗୀରରେ କାମରେ ଆସୁନି ଲୋୟର ସୁକତେଲ ହୋଇପଡ଼ିଛି। ବର୍ଷା ନଥିବାରୁ ସବୁ ଶୁଖିଲା ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ୬୮% କମ ବୃଷ୍ଟିପାତ ହୋଇଛି। ଏଥିଯୋଗୁଁ ଅଧିକାଂଶ ସ୍ଥାନରେ ବିହନ ବୁଣା କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇପାରି ନାହିଁ।

ଯେଉଁମାନେ ଆଗୁଆ ବିହନ ବୁଣିଥିଲେ ସେମାନେ ଏହାକୁ ବଞ୍ଚାଇବା କରୁଛନ୍ତି। ୫ବର୍ଷ ମଧ୍ୟରେ ଚଳିତ ବର୍ଷ ଠାରୁ ସବୁଠାରୁ କମ ବର୍ଷା ହୋଇଛି। ଏଠାରେ ଥିବା ଅଧିକାଂଶ କେନାଲ ଶଯ୍ୟା ବି କହିଛନ୍ତି। ଜିଲ୍ଲାରେ ମାତ୍ର ୩% ଜମି ହିଁ ଜଳସେଚିତ। ଜାନୁଆରି ମାସରେ ଉଦ୍‌ଘାଟିତ ଲୋୟର ମୁକତେଲ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧ଲକ୍ଷ ଏକର ପାଇଁ ସଂଘର୍ଷ ଆବଶ୍ୟକତା ।

Leave a Reply

Your email address will not be published. Required fields are marked *