ଆସନ୍ତା କାଲି ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ,ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଅପଡେଟ ବର୍ଷାରେ ଭିଜିବ ସାରା ରାଜ୍ୟ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ କେନ୍ଦ୍ରରୁ ଏକ ବଡଖବର ଆସିଛି ତେବେ ବର୍ତମାନ ଯାହା ସୂଚନା ମିଳୁଛି ଓଡ଼ିଶାରେ ମୌସମୀ ସକ୍ରିୟ ହେବାରେ ଲାଗିଛି ଏବଂ ବିଳମ୍ବ ରହିଛି | ରାଜ୍ୟ ବାସୀଙ୍କୁ ଅସ୍ତବ୍ୟସ୍ତ କରିଛି ତାତି ଏବଂ ଗୁଳୁଗୁଳି ଏନେଇ ଆଗକୁ କେବେ ବର୍ଷା ହେବ ଆସନ୍ତୁ ଜାଣିବା | ତେବେ ବର୍ତମାନ ଯାହା ସୂଚନା ମିଳୁଛି ଓଡ଼ିଶାରେ ମୌସୁମୀ ବାୟୁ ଏଯାଏ ସମ୍ପୂର୍ଣ ଭାବରେ ସକ୍ରିୟ ହୋଇନାହିଁ |

ଏହା ପ୍ରଭାବରେ ମାଲକାନଗିରି କୋରାପୁଟ ଅଞ୍ଚଳରେ ସୀମିତ ରହିଛି ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିବା ବେଳେ ଅନେକ ଅଞ୍ଚଳରେ ଖରା ସହିତ ଗୁଳୁଗୁଳି ଜାରିରହିଛି | ତେବେ ଆଉ ୨ରୁ ୩ଦିନ ପର୍ଯ୍ୟନ୍ତ ମୌସୁମୀ ସବୁ ଅଂଚଳରେ ଛୁଇଁ ପାରିବ ବୋଲି ସମ୍ଭାବନା ରହିଛି | ଏନେଇ ଭୁବେନେଶ୍ଵର ସ୍ତିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି | ଜୁନ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାର ମାଲକାନଗିରି ପହଞ୍ଚିଥିଲା ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଥିଲା |

ଏଥିସହିତ ଆଗାମୀ ୨ ଦିନ ଓଡ଼ିଶାର ଅଧିକାଂଶ ଜାଗାରେ ଅଧିକ ଗୁଳୁଗୁଳି ଅନୁଭତି ହୋଇଥିବା ବେଳେ ଆକଳନ କରାଯାଇଥିଲା | ତେବେ ଜୁନ 17 ରୁ 19 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ସବୁଜିଲ୍ଲାରେ ଗରମ ଏବଂ ଗୁଳୁଗୁଳି ପାଇଁ ୱେଲୱାର୍ନିଙ୍ଗ କରାଯାଇଥିଲା | ହେଲେ ଏହି ସମୟ ମଧ୍ୟରେ ରାଜ୍ୟରେ କିଛ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି | ଅନ୍ୟପଟେ ଓଡିଶାକୁ ମୌସୁମୀ ଆସିବାର ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ି ନାହଁ |

Leave a Reply

Your email address will not be published. Required fields are marked *