କାଳିଆ ଯୋଜନାକୁ ନେଇ ସରକାର କଲେ ବଡ଼ ଘୋଷଣା ,ଏହି ଦିନ ଆସିବ କାଳିଆ ଯୋଜନାର ଆଗାମୀ କିସ୍ତି ସବୁ ଚାଷୀ ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣ ଯଦି ଜଣେ କାଳିଆ ଯୋଜନାର ହିତାଧିକାରୀ ଆପଣଙ୍କୁ ପୂର୍ବରୁ କାଳିଆ ଯୋଜନା ଟଙ୍କା ମିଳିଛି ତେବେ ଜାଣିରଖନ୍ତୁ ଏବେ ଆସିଗଲା ବହୁତ ବଡ଼ ଖୁସି ଖବର ପୁଣି ମଧ୍ୟ ଆପଣଙ୍କୁ ମିଳିବ ଟଙ୍କା | ଯେଉଁ ମାନେ ସମସ୍ତେ କାଳିଆ ଯୋଜନା ଅଧୀନରେ ଟଙ୍କା ପାଉଛନ୍ତି ବହୁତ ସାରା ଲୋକ ଭାବୁଛନ୍ତି ସରକାର ତ ଚେଞ୍ଜ ହୋଇଗଲେ

ଆମକୁ କାଳିଆ ଯୋଜନାର ତାଙ୍କୁ ମିଳିବ କି ନାହିଁ ଏମିତିକି ଏବେ ଏବେ BSKY କାର୍ଡକୁ ନେଇ ଜୋର ଚାଲିଥିଲା ଯେ ଏହି କାର୍ଡ ବନ୍ଦ ହୋଇଗଲା ବହୁତ ସାରା ହସ୍ପିଟାଲ ଆସେପ୍ଟ ମଧ୍ୟ କରୁନଥିଲେ ପୁଣି ଆମ ସ୍ୱାସ୍ଥ୍ୟ ସେବା ତରଫରୁ ଘୋଷଣା ହେଲା ଯେ ନା ଭାଇ ଏହାକୁ ଚାଲୁ ରଖ ଯିଏ ଏହାକୁ ଅମାନ୍ୟ କରିବେ ତାହା ନାଁ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ |

ଏଥିପାଇଁ ସରକାର 104 ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛନ୍ତି ଆପଣ ଏହି ନମ୍ବରରେ ଯାଇ କମ୍ପ୍ଲେନ ଦେଇପାରିବେ ସରକାର ବଦଳିଗଲେ ବୋଲି ସବୁ ଯୋଜନା ବନ୍ଦ ହୋଇଯିବ ତାହା ନୁହେଁ ଯେଉଁ ସବୁ ଯୋଜନା ଉପଯୋଗୀ ରହିଛି ଓଡ଼ିଶାର ଲୋକ ମାନଙ୍କ ପାଇଁ ସେହି ସବୁ ଯୋଜନା ବନ୍ଦ ହେବ ନାହିଁ |

ବିଜେଡି ବଦଳରେ ବିଜେପି ଆସିଲେ ମଧ୍ୟ କାଳିଆ ଯୋଜନା ମଧ୍ୟ ଚାଲୁ ରହିବ ସରକାର ଏହା ମଧ୍ୟ କହିଛନ୍ତି ବର୍ଷକୁ ଦୁଇ ଥର କାଳିଆ ଯୋଜନାର କିସ୍ତି ମିଳିଥିବା ବେଳେ ଏହା ଯେକୌଣସି ସମୟରେ ଚାଷୀ ଭାଇ ମାନଙ୍କୁ ମିଳିବ ବୋଲି କହିଛନ୍ତି ତେବେ ବିଜେଡି ବଦଳରେ ନୂଆ ବିଜେପି ସରକାର ଆସିଲେ ମଧ୍ୟ କାଳିଆ ଯୋଜନାର ଟଙ୍କା ପଠାଇବେ ବୋଲି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *