ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଛାତିରେ ହାତ ରଖି ବାଛନ୍ତୁ ଗୋଟିଏ ବହି ଏବଂ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ

ନମସ୍କାର ବନ୍ଧୁଗଣ ଆଜିର ବିଷୟ ଏକ ବିଶେଷ ବିଷୟ ବସ୍ତୁ ଅଟେ ଏହି ବିଷୟଟିରେ ଆମେ ଜାଣିବା ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଆପଣଙ୍କ ଜୀବନର ପୁରା କାହାଣୀ ଆପଣଙ୍କ ଭବିଷ୍ୟତ କିପରି ରହିବାର ଅଛି ପୁରା ବର୍ଷଟି ଆପଣଙ୍କ ପାଇଁ କିପରି ରହିବ କେଉଁ ପ୍ରଶ୍ନ ଆପଣଙ୍କ ମନରେ ଚାଲୁଅଛି ଆପଣ ଏହି ଯେଉଁ ଦୁଇଟି ବହିର ଫୋଟ ଦେଖୁଛନ୍ତି ଯେଉଁ ଦୁଇଟି ପୁସ୍ତକ ଦେଖୁଛନ୍ତି ସେଥି ମଧ୍ୟରୁ ବାଛନ୍ତୁ ଗୋଟିଏ ପୁସ୍ତକ ଗୋଟିଏ ପୁସ୍ତକରେ 1 ଏବଂ ଅନ୍ୟଟିରେ 2 , ଆପଣଙ୍କ ଛାତିରେ ହାତ ରଖି ବାଛନ୍ତୁ ଗୋଟିଏ ପୁସ୍ତକ ଭଲ ଭାବରେ ଚିନ୍ତା ବିଚାର କରି ଗୋଟିଏ ପୁସ୍ତକ ଜାଣନ୍ତୁ ଏବଂ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ କିପରି ରହିବ |

ଆପଣ ଯଦି ପ୍ରଥମ ପୁସ୍ତକଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ସେହି ପୁସ୍ତକ କଣ କହୁଅଛି ଆପଣଙ୍କ ବିଷୟରେ ଆପଣ ଶୁଭ ସମୟରେ ଏକ ପ୍ରଶ୍ନ କରିଛନ୍ତି ଆପଣଙ୍କ କାର୍ଯ୍ୟ ଶୁଭପ୍ରଦ ରହିବ ମନ୍ଦ ଦଶା ଖୁବ କମ ସମୟ ମଧ୍ୟରେ ଦୂର ହେବାକୁ ଯାଉଛି | ଚନ୍ଦ୍ରଙ୍କ ଫଳ ଆପଣଙ୍କ ଲାଗି ନଗଣ୍ୟ ଆପଣ ଏକ ଭଲ ପଣ୍ଡିତ ଦେଖାଇ ରୌପ୍ୟ ମୁଦ୍ରିକା ଧାରଣ କରନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ | ବର୍ତ୍ତମାନ ଆପଣ ଯେଉଁ କଥା ଲାଗି ବ୍ୟସ୍ତତାରେ ରହୁଛନ୍ତି ତାହାର ଶୀଘ୍ର ହିଁ ସମାଧାନ ହୋଇଯିବ ଆପଣ ନିଜ ହାତରେ ରୋଜଗାର କରିଥିବା ଧନକୁ ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ | ଆପଣଙ୍କ ପାଖରେ ଏକ ଦୁର୍ଗୁଣ ରହିଅଛି ଆପଣ ଅଯଥା ଖର୍ଚ୍ଚ ବହୁତ କରନ୍ତି | ତ ଏହି ଗୁଣକୁ ବଦଳାନ୍ତୁ ଜୀବନରେ ଆପଣ ଆଗକୁ ବଢ଼ି ପାରିବେ |

ଆପଣ ଯଦି ଦ୍ୱିତୀୟ ପୁସ୍ତକକୁ ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ଧର୍ଯ୍ୟବାନ, ବିବେକବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଯେଉଁ କ୍ଷେତ୍ରରେ ରହିଥାନ୍ତି ଉଚ୍ଚ ସ୍ଥିତିରେ ରହିଥାନ୍ତି ପବିତ୍ର ସ୍ଵଭାବ ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଆପଣଙ୍କର ଛିଡିଛିଡା ସ୍ଵଭାବ କାରଣରୁ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଇଥାନ୍ତି । କିନ୍ତୁ ଯେଉଁ ମାନେ ଆପଣଙ୍କୁ ସଠିକ ଭାବେ ବୁଝିଥାନ୍ତି ସେମାନେ କେବେ ବି ଆପଣଙ୍କୁ ଛାଡନ୍ତି ନାହିଁ । ଭବିଷ୍ୟତ ପାଇଁ ଧନ ସଞ୍ଚୟ କରିବାରେ ଅସମର୍ଥ ହୋଇଥାନ୍ତି । ଗୋଟେ ନିଶ୍ଚିନ୍ତ ବୟସ ଯିବା ପରେ ଏତେ ଧନ ଆପଣଙ୍କ ପାଖକୁ ଆସିବ ଯାହା ଆପଣ ସ୍ଵପ୍ନରେ ଭାବି ନ ଥିବେ ।

Leave a Reply

Your email address will not be published. Required fields are marked *