କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଖବର ,ଖୁବ ଶୀଘ୍ର ଚାଷୀ ଭାଇ ମାନଙ୍କୁ ମିଳିବ ଆଗାମୀ କିସ୍ତି ଜଲ୍ଦି କରନ୍ତୁ ଏହି କାମ ନଚେତ ମିଳିବ ନାହିଁ ଟଙ୍କା

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ନେଇ ଆସିଲା ବହୁତ ବଡ଼ ଅପଡେଟ ବହୁତ ଜଲ୍ଦି ମିଳିବାକୁ ଯାଉଛି ଚାଷୀ ମାନଙ୍କୁ କିଷାନ ଯୋଜନାର 17 ତମ କିସ୍ତିର କିନ୍ତୁ ଏଥର କିଛି ଚାଷୀଙ୍କୁ ଦୁଇ ହଜାର ନୁହେଁ ଦୁଇ ହଜାରରୁ ଅଧିକ ମିଳିବ କିଛି ଚାଷୀ ମାନଙ୍କୁ କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ସମ୍ପୂର୍ଣ୍ଣ ଅପଡେଟ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ଏଥର ଦୁଇ ହଜାର ନୁହଁ ଖାତାକୁ ଆସିବ ଦୁଇ ହଜାରରୁ ଅଧିକ ଟଙ୍କା କିନ୍ତୁ ଚାଷୀ ମାନଙ୍କୁ ଜଲ୍ଦି କରିବାକୁ ପଡ଼ିବ

ଏହି ଗୋଟିଏ କାମ ପ୍ରଧାନ ମନ୍ତ୍ରୀ କିଷାନ ସମାନିଧି ଯୋଜନାରେ ଏପର୍ଯ୍ୟନ୍ତ ସାରା ଦେଶରେ କୃଷି ଉପକୃତ ହୋଇଛନ୍ତି | ବର୍ତ୍ତମାନ ଖୁବ ଶୀଘ୍ର ସରକାର ପିଏମ କିଷାନ ଯୋଜନାର 17 ତମ କିସ୍ତି ଟଙ୍କା ଟ୍ରାନ୍ସଫର କରିବାକୁ ଯାଉଛନ୍ତି ଏହା ପୂର୍ବରୁ ଫେବୃଆରୀ 28 ରେ 16 ତମ କିସ୍ତି ରାଶି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଁଚି ଥିଲା | ଖବର ଅନୁଯାଇ ଏହି ପିଏମ କିଷାନ ଟଙ୍କା କୃଷକ ଜୁନ ମାସ ଶେଷ ଆରମ୍ଭ କିମ୍ବା ମେ ମାସ ଶେଷ ସୁଦ୍ଧା ପାଇବାର ସମ୍ଭାବନା ରହିଛି |

ଦେଶରେ କୃଷକଙ୍କ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର କିଷାନ ସମାନିଧି ଯୋଜନାରେ କାର୍ଯ୍ୟକାରୀ କରିଛନ୍ତି ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର ଯୋଗ୍ୟ ଚାଷୀ ମାନଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରନ୍ତି | ଯଦି ଆପଣ ପିଏମ କିଷାନ ଯୋଜନା ହିତାଧିକାରୀ ଅଟନ୍ତି ପରବର୍ତ୍ତୀ କିସ୍ତି ପାଇବାକୁ ହେଲେ

ଆପଣଙ୍କୁ E -KYC କରିବାକୁ ହେବ | ତେଣୁ ଆପଣ ଏପର୍ଯ୍ୟନ୍ତ ଯଦି ଆପଣ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି ନାହାଁନ୍ତି ବିଳମ୍ବ ନକରି ତୁରନ୍ତ ଆଜି E – KYC କମ୍ପ୍ଲିଟି କରନ୍ତୁ | ଯଦି ଆପଣ ଏହା କରି ନାହାଁନ୍ତି ତେବେ ଆପଣ ପିଏମ କିଷାନ ଯୋଜନାର ଟଙ୍କା ପାଇ ପାରି ନାହାଁନ୍ତି

ଏହି ସମୟରେ ଅନେକ କୃଷକ E -KYC କମ୍ପ୍ଲିଟି କରି ନାହାଁନ୍ତି ଗତ ଦୁଇଟି କିସ୍ତିରେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇ ନାହିଁ | ଯଦି ସେମାନେ ଏଥର E – KYC କମ୍ପ୍ଲିଟି କରୁଛନ୍ତି 17 ତମ କିସ୍ତି ଆଉ ପୂର୍ବ ଟଙ୍କା ଆପଣ ପାଇ ଯାଇପାରିବେ |

Leave a Reply

Your email address will not be published. Required fields are marked *