ଫୋନ ପେ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଆପଣ ମଧ୍ୟ ଉଠାଇ ଏହି ସୁବିଧାର ପାରିବେ ଲାଭ ଜାଣନ୍ତୁ କିପରି ପାଇବେ

ନମସ୍କାର ଦର୍ଶକ ବନ୍ଧୁ ଫୋନ ପେ ବ୍ୟବହାର କରୁଥିଲେ ଆଜିର ଏହି ବିଷୟଟି ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ସବୁ ଫୋନ ପେ ୟୁଜର ମାନଙ୍କ ପାଇଁ ଆଜିର ଏହି ବିଷୟଟି ବହୁତ ଗୁରୁତ୍ବପୁର୍ଣ ରହିବ କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟି କୁ ଶେଷ ଯାଏ ଦେଖନ୍ତୁ । ଭାରତର ଡିଜିଟାଲ ପେମେଣ୍ଟ ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଅନେକ ଆପ ବାହାରିଲାଣି ଯାହା ଦ୍ଵାରା ଗୋଟିଏ କ୍ଲିକରେ ବଡ ବଡ ପେମେନ୍ଟ କରି ପାରୁଛନ୍ତି ।

ଡିଜିଟାଲ ପେମେଣ୍ଟ ପାଇଁ ଲୋକଙ୍କୁ ଆଉ ପାଖରେ ଟଙ୍କା ରଖିବାକୁ ପଡୁ ନାହିଁ ତେବେ ସେହିଭଳି ଡିଜିଟାଲ ପେମେଣ୍ଟ ଆପ ମଧ୍ୟରୁ ଫୋନ ପେ ହେଉଛି ଅନ୍ୟତମ ବର୍ତ୍ତମାନ ଏହି ସବୁ ଥାର୍ଡ ପାର୍ଟି ପେମେଣ୍ଟ ଆପ ଅନେକ ପ୍ରକାର କ୍ରେଡିଟ ସେବା ଆରମ୍ଭ କରିଛନ୍ତି । ତେବେ ଆପଣ ଚାହିଁଲେ ଫୋନ ପେ ମାଧ୍ୟମରେ ଲୋନ ନେଇପାରିବେ

ଆଉ ଗୋଟିଏ କ୍ଲିକରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନେକ ଲୋକ ଏହାର ଟଙ୍କା ପଠାଇବା ଏବଂ ଟଙ୍କା ରିଶିଭ କରିବା ପାଇଁ ବ୍ୟବହାର କରୁଛନ୍ତି ।ଫୋନ ପେ ର ନୂଆ ଅପଡେଟ ଜରିଆରେ ଆପଣ ଲୋନ୍ ପାଇପାରିବେ ଫୋନ ପେ ରେ ଆପଣଙ୍କ ସିଭିଲ ସ୍କୋର ଚେକ୍ କଲା ପରେ ଯଦି ଆପଣଙ୍କ ସିଭିଲ ସ୍କୋର ଭଲ ଆସିଲା

ତେବେ ଆପଣ ଗୋଟିଏ କ୍ଲିକ୍ କରି ଆପଣ ଫୋନ ପେ ରେ ଲୋନ ନେଇପାରିବେ ।ଆପଣଙ୍କୁ ପ୍ରଥମେ ଏକ ଲକ୍ଷ ଟଙ୍କାର ଲୋନ ନେଇ ସୀମିତ ସମୟ ଭିତରେ ସୁଜି ଦେଲେ ଆପଣ ଆଉ ଲୋନ ମଧ୍ୟ ପାଇପାରିବେ ।ଏହି ଲୋନ ପାଇବା ପାଇଁ ଆପଣଙ୍କ ବୟସ 21 ରୁ 57 ବର୍ଷ ନିହାତି ହୋଇଥିବା ଦରକାର ।

Leave a Reply

Your email address will not be published. Required fields are marked *