Health : ହାଇ ବ୍ଲଡ୍ ପ୍ରେସର ସବୁଦିନ ପାଇଁ କଣ୍ଟ୍ରୋଲ ହେବ ,କରନ୍ତୁ ଏହି ସରଳ ଉପାୟ ଦେଖିବେ ଚମତ୍କାର

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ରକ୍ତ ଚାପ ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ। ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ କିଛି ଫେଶି ଏହି ପରେ ଆପଣ ଏକ ପାତ୍ରରେ ଏକ କପ୍ ପାଣି ଗରମ୍ କରନ୍ତୁ |

ତାପରେ ଆପଣ ସେହି ଗରମ୍ ପାଣିରେ ଏକ ଚାମଚ୍ ଫେସି ପକାଇ ୮ ମିନିଟ୍ ପର୍ଯ୍ୟନ୍ତ ଫୁଟିବା ଛାଡ଼ି ଦିଅନ୍ତୁ ଏହା ଫୁଟିବା ପରେ ଫେସି ର ସମସ୍ତ ପୋଷାକ ତତ୍ତ୍ଵ ପାଣିରେ ଆସୁ ସାରିଥିବ ତାପରେ ଆପଣ ଏହାକୁ ଥଣ୍ଡା କରି ଏକ ଛାଙ୍କୁଣି ସହାୟତାରେ ଚ୍ଛାଙ୍କି ଏହାର ସେବନ ସବୁଦିନ ସନ୍ଧ୍ୟାବେଳେ କରି ପାରିବେ |

ଯାହା ଫଳରେ ଆପଣଙ୍କ ଉଚ୍ଚ ରକ୍ତଚାପ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଚାଲି ଆସିବ ଓ ଆପଣଙ୍କ ସମସ୍ୟା ସବୁଦିନ ପାଇଁ ଶେଷ ହୋଇ ଯିବ। ଏହାକୁ ଆପଣ ଚେଷ୍ଟା କରନ୍ତୁ ସବୁଦିନ ସେବନ କରିବା ପାଇଁ ମାତ୍ର ଏକ ମାସ ପଯ୍ୟନ୍ତ ।

Leave a Reply

Your email address will not be published. Required fields are marked *