ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଝିଅଙ୍କ ନାମର ପ୍ରଥମ ଅକ୍ଷର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
D – ଏହି ଅକ୍ଷରର ଝିଅ ମାନେ ତାଙ୍କ ଏହି ଅକ୍ଷରର ଝିଅ ସ୍ୱଚ୍ଛ ରୁଦୟରେ ନିଜ ଜୀବନ ସାଥିଙ୍କ ସେବା କରିଥାନ୍ତି ଓ ସମସ୍ତ ଏବଂ ସାରା ଜୀବନ ତାଙ୍କ ଜୀବନ ସାଥିଙ୍କ ସହିତ ଅତିବାହିତ କରିଥାନ୍ତି । ଏମାନେ ସମସ୍ତ କର୍ଯ୍ୟ ସଫଳତାର ସହିତ ତାଙ୍କ ବୁଦ୍ଧି ବଳରେ ସମ୍ପନ୍ନ କରିଥାନ୍ତି ।
H – ଏହି ଅକ୍ଷର ଝିଅ ନିଜ ସ୍ଵାମୀଙ୍କ ପ୍ରତି ସେବା ଭାବ ରଖି ଥାଆନ୍ତି ସ୍ଵାମୀଙ୍କ ସବୁକଥା ସୁଣିଥାନ୍ତି ଏମାନେ ନିଜ ସ୍ବାମୀଙ୍କର ଏତେ ବିଶ୍ଵସ୍ତ ହୋଇଥାନ୍ତି ଜେ ସାରା ଜୀବନ ନି ସ୍ଵାର୍ଥ ଭାବରେ ତାଙ୍କର ସେବା କରିଥାନ୍ତି ।
K – ଏହି ଅକ୍ଷରର ଝିଅ ମାନେ ସ୍ୱଚ୍ଛ ରୁଦୟରେ ସହିତ ଆତଙ୍କ ସ୍ବାମୀ ଓ ତାଙ୍କ ସ୍ୱାମୀର ଘର ଲୋକଙ୍କ ସେବା କରିଥାନ୍ତି ଓ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ଓ ସମସ୍ତଙ୍କ ମଙ୍ଗଳ ଚିନ୍ତା କରିଥାନ୍ତି ।