ସ୍କୁଲ ଛାତ୍ର ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ହେଲା ବଡ଼ ପରିବର୍ତ୍ତନ ,ସବୁ Student ମାନେ ଘରେ ରହି ଏମିତି ପଢ଼ି ପାରିବେ ସବୁ ଅଭିଭାବକ ଜାଣିରଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ସ୍କୁଲ ପିଲାମାନଙ୍କ ପାଇଁ ହୋମ ୱାର୍କ ସିଟ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇ ବିଦ୍ୟାଳୟ ଛୁଟି ଥିବା ବେଳେ ଏବେ ହୋମ ୱାର୍କ୍ ସିଟ ଏହି ପୋର୍ଟାଲ ରେ ପାଇପାରିବେ ।ଏନେଇ ସରକାରଙ୍କ ତରଫରୁ ଜାରି ହେଲା କିଛି ବଡ ଘୋଷଣା ଦୀକ୍ଷା ପୋର୍ଟାଲ ରୁ ପ୍ରଶ୍ନ ପତ୍ର ଅଭ୍ୟାସ କରିବେ ପିଲା |

ଓସେପା ପକ୍ଷରୁ ହୋମ ୱାର୍କ ସିଟ ଜାରି ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା । ଗ୍ରୀଷ୍ମ ଛୁଟିରେ ପିଲା ମାନଙ୍କ ପାଠ ପଢ଼ା ଯେମିତି ନଷ୍ଟ ନହେବ ସେଥିପାଇଁ ଅଣ୍ଟା ଭିଡ଼ିଚି ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଜାରି ହୋଇଛି

ହୋମ ୱାର୍କ ଟ୍ୟାକ୍ସ ଶିକ୍ଷକମାନେ ଦୀକ୍ଷା ଆପ ରେ ଥିବା ପ୍ରଶ୍ନପତ୍ର ପିଲାକୁ ପ୍ରା କଟିସ କରାଇବେ ।ଏନେଇ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶ ବଳି ଜାରି ହୋଇଛି ଏଥିପାଇଁ ହୋମ ୱର୍କ ପାଇଁ ପାଠ ମଧ୍ୟ ଦିଆଯିବ ।ତେବେ ଭୀଷ୍ମ ଖରା ଯୋଗୁଁ ରାଜ୍ୟରେ ଆଗୁଆ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *